ETV Bharat / bharat

ଜନ୍ମଦିନରେ ଗୁରୁଙ୍କୁ ଭେଟି ଭାବୁକ ହେଲେ ମନୋଜ ତିୱାରୀ - ଜନ୍ମଦିନରେ ଗୁରୁଙ୍କୁ ଭେଟିଲେ ମନୋଜ ତିୱାରୀ

ଜନ୍ମଦିନରେ ଗୁରୁଙ୍କୁ ଭେଟିଲେ ମନୋଜ ତିୱାରୀ । ଏହି ଅବସରରେ ବହୁ ଅକୁହା କଥା କହିଛନ୍ତି ମନୋଜଙ୍କ ଗୁରୁ ସଙ୍ଗଠା ତିୱାରୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Manoj Tiwari meet his teacher
ଜନ୍ମଦିନରେ ଗୁରୁଙ୍କୁ ଭେଟି ଭାବୁକ ହେଲେ ମନୋଜ ତିୱାରୀ
author img

By

Published : Feb 2, 2020, 1:13 AM IST

ନୂଆଦିଲ୍ଲୀ: ଶନିବାର ଥିଲା ବିଜେପିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ତଥା ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀଙ୍କ ଜନ୍ମଦିନ । ମନୋଜଙ୍କ ପାଇଁ ଏହି ଖାସ ଦିନରେ ତାଙ୍କୁ ଭେଟିଛନ୍ତି ଗୁରୁ ସଙ୍ଗଠା ତିୱାରୀ ।

ମନୋଜଙ୍କୁ ଭେଟିବା ପାଇଁ ଶନିବାର ତାଙ୍କ ବାସଭବନକୁ ଆସିଥିଲେ ସେ । ଗୁରୁ-ଶିଷ୍ୟର ଏହି ଅପୂର୍ବ ମିଳନରେ ବେଶ କିଛି ସମୟ ପାଇଁ ବେଶ ଭାବୁକ ହୋଇପଡିଥିଲେ ଉଭୟେ । ଗୁରୁ ସଙ୍ଗଠାଙ୍କ ନିକଟରେ ଦଶମ ପର୍ଯ୍ୟନ୍ତ ପଢିଥିଲେ ସେ ।

ଏହି ଅବସରରେ ମନୋଜଙ୍କ ବିଷୟରେ ଅନେକ ଅକୁହା କଥା କହିଥିଲେ ଗୁରୁ । ସଙ୍ଗଠାଙ୍କ କହିବା ଅନୁସାରେ, ଛୋଟବେଳୁ ହିଁ ମନୋଜ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ଖାଲି ସେତିକି ନୁହେଁ ସେ ଜଣେ ଏନସିସିର ଛାତ୍ର ଅଟନ୍ତି । ଏଥିପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିଲେ । ଛୋଟବେଳୁ ତାଙ୍କ କ୍ରିକେଟ ଖେଳ ଓ ଗୀତ ଗାଇବା ବେଶ୍ ପସନ୍ଦ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Exclusive: 1 फरवरी को भारतीय जनता पार्टी के दिल्ली प्रदेश अध्यक्ष और उत्तर पूर्वी दिल्ली से सांसद मनोज तिवारी का जन्मदिन है l उनके इस जन्मदिन पर उनके गुरु संगठा तिवारी उनके निवास स्थान पर उन्हें आशीर्वाद देने आए । संगठा तिवारी और मनोज तिवारी एक दूसरे से मिलकर बहुत आनंदित और भावुक हुए l Body:भारतीय जनता पार्टी के दिल्ली प्रदेश अध्यक्ष मनोज तिवारी जी का जन्मदिन 1 फरवरी को आता है । उनके जन्मदिवस पर उनके गुरु संगठा तिवारी उनके जन्मदिन पर उनसे मिलने आये l संगठा तिवारी ने उन्हें दसवीं कक्षा में पढ़ाया था l मनोज तिवारी के गुरु ने उन्हें उनके जन्मदिन पर आशीर्वाद दिया l गुरु संगठा तिवारी उनसे मिलकर बहुत गदगद हुए और बहुत भावुक भी हुए । साथ ही उन्होंने मनोज तिवारी के जीवन से जुडी अनेक बातें भी बताई l

बचपन में राष्ट्रपति से ईनाम प्राप्त कर चुके हैं मनोज तिवारी
मनोज तिवारी के गुरु ने बताया कि मनोज तिवारी बचपन में ही राष्ट्रपति से पुरस्कार प्राप्त कर चुके थे l मनोज तिवारी एनसीसी के कैडेट थे और उन्हें राष्ट्रपति सम्मानित भी कर चुके हैं l साथ ही साथ उन्होंने बताया कि मनोज तिवारी बचपन से ही अनेक प्रतिभाओं के गुनी है l बचपन से ही उन्हें क्रिकेट खेलना गाना बजाना बड़ा पसंद था

बाइट : संगठा तिवारी
मनोज तिवारी के शिक्षक
Conclusion:
गुरु और शिष्य दोनों बहुत दिनों बाद मिले थे l दोनों ने एक दूसरे के बारे में बहुत कुछ बताया l गुरु ने शिष्य को जन्मदिन की बधाई भी दी l
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.