ETV Bharat / bharat

ଭାରତର ପରମାଣୁ ଅସ୍ତ୍ର ପ୍ରୟୋଗକୁ ନେଇ ମନମୋହନଙ୍କ ବଡ ବୟାନ - weapon

ପୂର୍ଣ୍ଣକାଳୀନ ଯୁଦ୍ଧ ହେଲେ ପରମାଣୁ ଆକ୍ରମଣର ଭୟ ଉଭୟ ଦେଶ ପାଇଁ ରହିଛି । ପରମାଣୁ ଆକ୍ରମଣ ପାଇଁ ଭାରତର ଆଭିମୁଖ୍ୟ କଣ ରହିଛି ସେ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମତ ରଖିଛନ୍ତି। ସେ କହିଛନ୍ତି ଭାରତ କୌଣସି ଦେଶ ବିରୋଧରେ ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ ନାହିଁ।

ଡିଜାଇନ ଫଟୋ
author img

By

Published : Feb 25, 2019, 12:36 PM IST

ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ହମଲା ପରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ତଥା କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦେଶବ୍ୟାପୀ ଜୋରଦାର୍ ଦାବି ଉଠିଛି । ଏପରି ସ୍ଥଳେ ଭାରତ ଆକ୍ରମଣ କଲେ ପାକିସ୍ତାନ ମଧ୍ୟ ଚୁପ ବସିବ ନାହିଁ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ। ମାତ୍ର ଦୁଇ ପରମାଣୁ କ୍ଷମତା ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ହେଲେ ପରିସ୍ଥିତି ଭୟାଭୟତା ସ୍ପଷ୍ଟ ଅନୁମେୟ।

ପୂର୍ଣ୍ଣକାଳୀନ ଯୁଦ୍ଧ ହେଲେ ପରମାଣୁ ଆକ୍ରମଣର ଭୟ ଉଭୟ ଦେଶ ପାଇଁ ରହିଛି। ପରମାଣୁ ଆକ୍ରମଣପାଇଁ ଭାରତର ଆଭିମୁଖ୍ୟ କଣ ରହିଛି ସେ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମତ ରଖିଛନ୍ତି । ସେ କହିଛନ୍ତି ଭାରତ କୌଣସି ଦେଶ ବିରୋଧରେ ପ୍ରଥମେ ପରମାଣୁ ଅସ୍ତ୍ରପ୍ରୟୋଗ କରିବ ନାହିଁ ।

ସୂଚନା ମୁତାବକ ପୂର୍ବ ପ୍ରଧାନମନ୍ତ୍ରୀ ଭାରତକୁ ଏକ ପରମାଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ଅନିଚ୍ଛୁକ ଦେଶ ବୋଲି କହିଛନ୍ତି। ପୂର୍ବ କୂଟନୈତିଜ୍ଞ ରାକେଶ ସୁଦଙ୍କ ଲିଖିତ ଏକ ବିଂଶ ଶତାଦ୍ଦୀରେ ନ୍ୟୁକ୍ଲିୟାର ଅଡର୍ର ନାମକ ପୁସ୍ତକ ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି। ମନମୋହନ କହିଛନ୍ତି ଭାରତ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନକରିବା ଉପରେ ପ୍ରତିଶ୍ରୁତି ବଦ୍ଧ ରହିଛି। ପରମାଣୁ ଅସ୍ତ୍ର ପ୍ରୟୋଗ ପଲିସି ଅନୁଯାୟୀ ଭାରତ ତାର ନୀତିରେ କୌଣସି ପରବର୍ତ୍ତନ କରିବ ନାହିଁ କି କୌଣସି ଦେଶ ବିରୋଧରେ ପରମାଣୁ ଅସ୍ତ୍ର ପ୍ରଥମେ ପ୍ରୟୋଗ କରିବ ନାହିଁ ବୋଲି ସେ କହିଛନ୍ତି।

undefined

ସେ କହିଛନ୍ତି ବର୍ତ୍ତମାନ ବିଶ୍ୱରେ ପୁରୁଣା ଅସ୍ତ୍ରଶସ୍ତ୍ର ବୁଝାମଣା ଇତିହାସରେ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରହିଛି।ଏହାସହ ପରିବର୍ତ୍ତିତ ପରମାଣୁ ଶକ୍ତିର ବୈଶିକ ବ୍ୟବସ୍ଥା ଉପରେ ସେ ଚିନ୍ତା ପ୍ରକଟ କରିଛନ୍ତି। କୃତ୍ରିମ ଉପାୟରେ ସାମରିକ ତଥ୍ୟ ସଂଗ୍ରହ, ଅନ୍ତରୀକ୍ଷରେ ମାନବର ଉପସ୍ଥିତି ଓ ସାଇବର ଦୁନିଆଁର ବହୁଳତାର ଅନିଶ୍ଚତା ଭିତରେ ଯୁଦ୍ଧ ଆଶଙ୍କାକୁ ଜନ୍ମ ହୋଉଛି ବୋଲି କହିଛନ୍ତି ମନମୋହନ।

Intro:Body:

ଭାରତର ପରମାଣ ଅସ୍ତ୍ର ପ୍ରୟୋଗକୁ ନେଇ ମନମୋହନଙ୍କ ବଡ ବୟାନ 

ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ହମଲା ପରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ତଥା କଠୋରରୁ କଠୋରତମ  କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦେଶବ୍ୟାପୀ ଜୋରଦାର୍ ଦାବି ଉଠିଛି  । ଏପରି ସ୍ଥଳେ ଭାରତ ଆକ୍ରମଣ କଲେ ପାକିସ୍ତାନ ମଧ୍ୟ ଚୁପ ବସିବ ନାହିଁ ବୋଲି କହିଛନ୍ତି ପାକ ପିଏମ୍‌ । ମାତ୍ର ଦୁଇ ପରମାଣୁ କ୍ଷମତା ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ହେଲେ ପରିସ୍ଥିତି ଭୟାଭୟତା ସ୍ପଷ୍ଟ ଅନୁମେୟ । 

ପୂର୍ଣ୍ଣକାଳୀନ ଯୁଦ୍ଧ ହେଲେ ପରମାଣୁ ଆକ୍ରମଣର ଭୟ ଉଭୟ ଦେଶ ପାଇଁ ରହିଛି । ପରମାଣୁ ଆଟାକ ପାଇଁ ଭାରତର ଆଭିମୁଖ୍ୟ କଣ ରହିଛି ସେ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମତ ରଖିଛନ୍ତି । ସେ କହିଛନ୍ତି ଭାରତ କୌଣସି  ଦେଶ ବିରୋଧରେ ପ୍ରଥମେ ପରମାଣୁ ଅସ୍ତ୍ରର ପ୍ରୟୋଗ କରିବ ନାହିଁ । 

ସୂଚନା ମୁତାବକ ପୂର୍ବ ପ୍ରଧାନମନ୍ତ୍ରୀ ଭାରତକୁ ଏକ ପରମାଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ଅନିଚ୍ଛୁକ ଦେଶ ବୋଲି କହିଛନ୍ତି । ପୂର୍ବ କୂଟନୈତିଜ୍ଞ ରାକେଶ ସୁଦଙ୍କ ଲିଖିତ ଏକ ବିଂଶ ଶତାଦ୍ଦୀରେ ନ୍ୟୁକ୍ଲିୟାର ଅଡର୍ର ନାମକ ପୁସ୍ତକ ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି । ମନମୋହନ କହିଛନ୍ତି ଭାରତ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନକରିବା ଉପରେ ପ୍ରତିଶ୍ରୃତି ବଦ୍ଧ ରହିଛି । ପରମାଣୁ ଅସ୍ତ୍ର ପ୍ରୟୋଗ ପଲିସି ଅନୁଯାୟୀ ଭାରତ ତାର ନୀତିରେ କୌଣସି ପରବର୍ତ୍ତନ କରିବ ନାହିଁ କି କୌଣସି ଦେଶ ବିରୋଧରେ ପରମାଣୁ ଅସ୍ତ୍ର ପ୍ରଥମେ ପ୍ରୟୋଗ କରିବ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ବର୍ତ୍ତମାନ ବିଶ୍ବରେ ପୁରୁଣା ଅସ୍ତ୍ରଶସ୍ତ୍ର ବୁଝାମଣା ଇତିହାସରେ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରହିଛି । ଏହାସହ ପରିବର୍ତ୍ତିତ ପରମାଣୁ ଶକ୍ତିର ବୈଶିକ ବ୍ୟବସ୍ଥା ଉପରେ  ସେ ଚିନ୍ତା ପ୍ରକଟ କରିଛନ୍ତି । କୃତ୍ରିମ ଉପାୟରେ ସାମରିକ ତଥ୍ୟ ସଂଗ୍ରହ, ଅନ୍ତରୀକ୍ଷରେ ମାନବର ଉପସ୍ଥିତି ଓ ସାଇବର ଦୁନିଆଁର ବହୁଳତାର ଅନିଶ୍ଚତା ଭିତରେ ଯୁଦ୍ଧ ଆଶଙ୍କାକୁ ଜନ୍ମ ହୋଉଛି ବୋଲି ସେ କହିଛନ୍ତି  । 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.