ETV Bharat / bharat

ମାଙ୍କଡ ପାଇଁ ମେନକାଙ୍କ ମନ; କାର୍ ପଠାଇଲେ, ହସ୍ପିଟାଲ ନେଲେ - ଦିଲ୍ଲୀ ଖବର

ଆହତ ମାଙ୍କଡକୁ ସହାୟତାର ହାତ ବଢାଇଲେ ମେନକା ଗାନ୍ଧୀ । କାରରେ ହସ୍ପିଟାଲ ନେବା ପାଇଁ କଲେ ବ୍ୟବସ୍ଥା । ଆଗକୁ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 19, 2019, 10:11 AM IST

Updated : Nov 19, 2019, 10:38 AM IST

ନୂଆଦିଲ୍ଲୀ: ମାଙ୍କଡକୁ ହସ୍ପିଟାଲ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ । ସୋସିଆଲ ମିଡିଆରେ ମାଙ୍କଡର ଅସୁସ୍ଥତା ସମ୍ପର୍କରେ ପାଇଲେ ଖବର । ଆଉ ତା ପରେ ସହଯୋଗର ହାତ ବଢେଇଥିଲେ ମେନକା ଗାନ୍ଧୀ ।

image
ଫଟୋ ସୌଜନ୍ୟ: ଟ୍ବିଟର@mankagandhibjp

ସୂଚନା ଅନୁସାରେ, ଜଣେ ସାମ୍ବାଦିକା ରାଜଧାନୀର ରାଇସିନା ରୋଡରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କଡର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କୌଣସି ଏନଜିଓ ମାଙ୍କଡର ରକ୍ଷା କରନ୍ତୁ ବୋଲି ଲେଖି ମେନକା ଗାନ୍ଧୀଙ୍କୁ ଟ୍ୟାଗ କରିଥିଲେ।

ଏହି ଖବର ପାଇଁ ମେନକା କାର ପଠାଇ ମାଙ୍କଡକୁ ଉଦ୍ଧାର କରିବା ସହ ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ନିଆଯିବ ବୋଲି ଟ୍ବିଟରରେ ଉତ୍ତର ରଖିଥିଲେ। ତେବେ ଘଣ୍ଟାଏ ଭିତରେ ଘଟଣାସ୍ଥଳରେ କାର ପହଞ୍ଚି ମାଙ୍କଡଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା ।

Intro:Body:

BLANK FOR LINK 

Conclusion:
Last Updated : Nov 19, 2019, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.