ETV Bharat / bharat

ପୂର୍ବ ଶତ୍ରୁତା ନେଇ ଗୁଳିକାଣ୍ଡ, ଜଣେ ମୃତ

author img

By

Published : Dec 18, 2020, 7:11 PM IST

ପୂର୍ବ ଶତ୍ରୁତା କେନ୍ଦ୍ର କରି ଉତ୍ତରପ୍ରଦେଶରେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ ନେଇ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମ ମୁଖିଆଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା । ଉତ୍ତରପ୍ରଦେଶ ମାଉ ଅଞ୍ଚଳରେ ଶୁକ୍ରବାର ଏଭଳି ଅଭାବନୀୟ କାଣ୍ଡ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଶୈଳେନ୍ଦ୍ର ଯାଦବ । ଘଟଣାରେ ଅଭିଯୁକ୍ତ ବଣ୍ଟି ସିଂହକୁ ପୋଲିସ ଗିରଫ କରିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ବିରୋଧରେ 10 ଟି ଅପରାଧୀକ ମାମଲା ଥାନାରେ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବଣ୍ଟି ଓ ଶୈଳେନ୍ଦ୍ରଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ରହିଥିଲା । ଏହାକୁ ଆଧାର କରି ବଣ୍ଟି ତାଙ୍କୁ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ଶୈଳେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.