ETV Bharat / bharat

ସିଂହ ସାମନାରେ ବସିଛି ଯୁବକ... ଦେଖନ୍ତୁ ଭିଡିଓ

author img

By

Published : Oct 17, 2019, 3:13 PM IST

Updated : Oct 17, 2019, 3:43 PM IST

ଶିକାରୀ ସାମ୍ନାକୁ ନିଜେ ଡେଇଁଲା ଶିକାର । ମାରିବାକୁ ଦେଲା ସୁଯୋଗ । ହେଲେ ମାରିଲାନି ସିଂହ । ଏନକ୍ଲୋଜର ଭିତରେ ଜୀଅନ୍ତା ମଣିଷକୁ ଦେଖି ଚୁପ ସିଂହ । ଅଧିକ ପଢନ୍ତୁ :

ସିଂହ ଖୁଆଡରେ ମଣିଷ

ନୂଆଦିଲ୍ଲୀ: ଶିକାରୀ ସାମ୍ନାକୁ ନିଜେ ଡେଇଁଲା ଶିକାର । ମାରିବାକୁ ଦେଲା ସୁଯୋଗ । ହେଲେ ମାରିଲାନି ସିଂହ । ଏନକ୍ଲୋଜର ଭିତରେ ଜୀଅନ୍ତା ମଣିଷକୁ ଦେଖି ଚୁପ ସିଂହ । ଏପଟେ ଏନକ୍ଲୋଜରକୁ ଡେଇଁଥିବା ଯୁବକ ମଧ୍ୟ ସିଂହ ଆଗରେ ବସିରହିଥିଲେ । ଏହି ଦୃଶ୍ୟ ଦେଖି ଚିଡିଆଖାନା ବାହାରେ ବୁଲୁଥିବା ଲୋକେ ବି ତାଜୁବ । ଦିଲ୍ଲୀ ଚିଡିଆଖାନାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସିଂହ ଖୁଆଡରେ ମଣିଷ

ତେବେ ଯୁବକଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଯୁବକଙ୍କ ନାଁ ରେହାନ ଖାନ ( 28) । ବିହାର ବାସିନ୍ଦା ରେହାନ ଜଣେ ମାନସିକ ବିକାରଗ୍ରସ୍ଥ ବୋଲି ଡିସିପି ସୂଚନା ଦେଇଛନ୍ତି ।

Intro:Body:Conclusion:
Last Updated : Oct 17, 2019, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.