ETV Bharat / bharat

11ହଜାର ଭୋଲ୍ଟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କର୍ମଚାରୀ ମୃତ - electri poll

ବୁଧବାର ସକାଳେ ଆସାମର ବିଶ୍ବନାଥ ଜିଲ୍ଲାର ଜଣେ ବିଦ୍ୟୁତ୍ କର୍ମଚାରୀ ଚାରିଆଲି ଅଞ୍ଚଳର ବିଦ୍ୟୁତ୍ ତାର ସଜାଡିବା ପାଇଁ ବିଦ୍ୟୁତ୍ ଖୁଣ୍ଟରେ ଚଢିଥିଲେ । ଏହି ସମୟରେ ହଠାତ୍ ତାଙ୍କ ମୁଣ୍ଡ  11ହଜାର ଭୋଲ୍ଟ ବିଦ୍ୟୁତ୍ ତାରରେ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 26, 2019, 3:01 PM IST

Updated : Jun 27, 2019, 12:49 PM IST

ଗୌହାଟି: ବିଦ୍ୟୁତ ତାର ଲାଗି ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ । ବୁଧବାର ଏକ ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ଖୁଣ୍ଟରେ ଚଢି 11ହଜାର ଭୋଲ୍ଟ ବିଦ୍ୟୁତ୍ ତାର ସଜାଡୁଥିବା ସମୟରେ ତାରରେ ଲାଗି ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆସାମର ବିଶ୍ବନାଥ ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ମୁତାବକ, ବୁଧବାର ସକାଳେ ଆସାମର ବିଶ୍ବନାଥ ଜିଲ୍ଲାର ଜଣେ ବିଦ୍ୟୁତ୍ କର୍ମଚାରୀ ଚାରିଆଲି ଅଞ୍ଚଳର ବିଦ୍ୟୁତ୍ ତାର ସଜାଡିବା ପାଇଁ ବିଦ୍ୟୁତ୍ ଖୁଣ୍ଟରେ ଚଢିଥିଲେ । ଏହି ସମୟରେ ହଠାତ୍ ତାଙ୍କ ମୁଣ୍ଡ 11ହଜାର ଭୋଲ୍ଟ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା ।

ଯାହାଫଳରେ ତାଙ୍କ ମୁଣ୍ଡ ଛିଣ୍ଡି ତଳ ପଡୁଥିବାର ଏକ ଲୋମଟାଙ୍କୁରା ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ମୃତ ଯୁବକ ଜଣଙ୍କ ରବିନ୍ ଦାସ ବୋଲି ଜଣାପଡିଛି ।

Intro:ବୟସ ସତର ହେଲାଣି, ହେଲେ ମା କୋଳରେ ହିଁ ବିତୁଛି ଅଧିକାଂଶ ସମୟ ।ଜନ୍ମ ରୁ ଦିବ୍ୟାଙ୍ଗ ଥିବା ସୁରଞ୍ଚି ପଞ୍ଚୋସ୍ତୋରୀ ପ୍ରତିଶତ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଥିଲେ ମଧ୍ୟ ପଚାଶ ପ୍ରତିଶତ ର ସରକାରୀ ଭତ୍ତା ପାଉଛି । ଏସମ୍ପର୍କରେ ଈଟିଭି ଭାରତ ନିକଟରୁ ଖବର ପାଇବା ପରେ ପଞ୍ଚାୟତ ଅଧିକାରୀ ଅତିଶୀଘ୍ର ଦିବ୍ୟାଙ୍ଗ ଙ୍କୁ ଆଉ ଦୁଇ ଶହ ଟଙ୍କା ଭତ୍ତା ବୃଦ୍ଧି କରାଯିବ ବୋଲି କହିଛନ୍ତି ।

Body:ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ଦାମୋଦର ପୁର ଗ୍ରାମର ସନ୍ତୋଷ ସେଠୀ ଓ ଦୁଲେଇ ସେଠୀଙ୍କ ଝିଅ ସୁରଞ୍ଚି । ଜନ୍ମ ରୁ ଦିବ୍ୟାଙ୍ଗ ସୁରଞ୍ଚି ର ବୟସ ପ୍ରାୟ ସତର ହୋଇଥିଲେ ମଧ୍ୟ ଅଧିକାଂଶ ସମୟ ମା କୋଳରେ ବିତୁଛି । ସରକାରୀ ଚିହ୍ନଟରେ ସୁରଞ୍ଚି ଙ୍କୁ ପଞ୍ଚୋସ୍ତୋରୀ ପ୍ରତିଶତ ଭିନ୍ନକ୍ଷମ ଦର୍ଶାଯାଇଥିଲେ ମଧ୍ୟ ମାତ୍ର ତିନି ଶହ ଟଙ୍କା ମାସିକ ଭତ୍ତା ପାଉଥିଲେ। ବର୍ତ୍ତମାନ ଦୁଇ ମାସ ହେଲା ସେ ପଚାଶ ପ୍ରତିଶତ ଙ୍କ ପାଇଁ ଉଦ୍ଦିଷ୍ଟ ପାଞ୍ଚ ଶହ ଟଙ୍କା ପାଉଛନ୍ତି ।କିନ୍ତୁ ସରକାରୀ ନିୟମ ଅନୁଯାୟୀ ସେ ପ୍ରକୃତ ରେ ମାସିକ ସାତଶହ ଟଙ୍କା ଭତ୍ତା ସହିତ ତିନି ଚକିଆ ସାଇକେଲ ଓ ଅନ୍ୟ ସୁବିଧା ପାଇବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ସୁରଞ୍ଚି କାହିଁକି ଓ କେଉଁ ପରିସ୍ଥିତିରେ ସରକାରୀ ବ୍ୟବସ୍ଥା ଠାରୁ ଅଵହେଳିତ ହେଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଈଟିଭି ଭାରତ ଠାରୁ ଖବର ପାଇବା ପରେ ପଞ୍ଚାୟତ ଅଧିକାରୀ ଅତିଶୀଘ୍ର ସୁରଞ୍ଚି କୁ ସାତଶହ ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

Conclusion:ବାଇଟ-୧-ସୁରଞ୍ଚି ସେଠୀ, ଦିବ୍ୟାଙ୍ଗ
ବାଇଟ-୨-ପଞ୍ଚାୟତ ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 27, 2019, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.