ETV Bharat / bharat

ପଶ୍ଚିମବଙ୍ଗରେ ଲାଗୁ ହେବନି ନୂଆ ମଟର ଯାନ ଆଇନ-2019 - ପଶ୍ଚିମବଙ୍ଗରେ ଲାଗୁ ହେବନି ନୂଆ ମଟର ଯାନ ଆଇନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟରେ ଲାଗୁ ହେବନାହିଁ ନୂଆ ମୋଟର ଯାନ ଆଇନ-2019 ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 12, 2019, 9:51 AM IST

କୋଲକାତା: ନୂଆ ମୋଟର ଯାନ ଆଇନ-2019 କିଛି ରାଜ୍ୟରେ ଲାଗୁ ହୋଇଛି ଏବଂ କିଛି ରାଜ୍ୟରେ ଲାଗୁ ହୋଇନାହିଁ । ତେବେ ଏହି ନୂଆ ଆଇନ ପଶ୍ଚିମବଙ୍ଗରେ ଲାଗୁ ହୋଇନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମୋଟର ଯାନ ଆଇନ-2019କୁ ଲାଗୁ କରିବାକୁ ମନା କରିଦେଇଛନ୍ତି ।

Motor Vehicle Act-2019
ଫଟୋ ସୌଜନ୍ୟ: ଏଏନଆଇ

ଦିଦିଙ୍କ କହିବା କଥା ହେଲା ବର୍ତ୍ତମାନ ତାଙ୍କ ରାଜ୍ୟରେ ଏହି ନୂଆ ମୋଟର ଯାନ ଆଇନ ଲାଗୁ କରିବା କଥା ଚିନ୍ତା କରିନାହାଁନ୍ତି । କାରଣ ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା ହୋଇଥିଲା । ଅଧିକାରୀଙ୍କ କହିବା କଥା ହେଲା ଏହି ଆଇନ ଲାଗୁ କଲେ ରାଜ୍ୟବାସୀଙ୍କ ବୋଝ ଅଧିକ ହୋଇଯିବ ।

ମମତାଙ୍କ କହିବା କଥା ହେଲା ଗାଡି ଚାଳକ ସାବଧାନତାର ସହ ଗାଡି ଚଳାନ୍ତୁ ଏବଂ ନିଜ ଜୀବନ ସୁରକ୍ଷିତ ରଖନ୍ତୁ । ଏଭଳି କହିବା ଦ୍ବାରା ଦୁର୍ଘଟଣା ଖୁବ କମ ହେଉଛି । ସୂଚନା ଥାଉକି ଏହି ନିୟମ ଲାଗୁ ହେବା ପୂର୍ବରୁ ସଦନରେ ମମତା ବିରୋଧ କରିଥିଲେ । କିନ୍ତୁ କେନ୍ଦ୍ର ଏବଂ ରାଜ୍ୟର ମିଳିତ ହସ୍ତକ୍ଷେପ ଦ୍ବାରା ଏହି ନୂତନ ଆଇନ ପ୍ରଣୟନ ହୋଇଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.