ETV Bharat / bharat

ବସ୍-ଟ୍ରାଭେଲର ମୁହାଁମୁହିଁ ଧକ୍କା: 10 ମୃତ, 7 ଗୁରୁତର - ଆସାମର ଶିବସାଗର

ଆସାମର ଶିବସାଗର ଜିଲ୍ଲାରେ ସଡକ ଦୁର୍ଘଟଣା । 10 ମୃତ । ସୋମବାର, ଶିବସାଗର ଜିଲ୍ଲା 37 ନମ୍ବର ଜାତୀୟ ରାଜପଥର ଥାୱାର ପୋଲ ନିକଟରେ ଯାତ୍ରୀବାହୀ ବସ୍‌ ଓ ଏକ ଟ୍ରାଭେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ 10 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଡିଜାଇନ ଫଟୋ
author img

By

Published : Sep 23, 2019, 12:27 PM IST

ଗୌହାଟି: ଆସାମର ଶିବସାଗର ଜିଲ୍ଲାରେ ସଡକ ଦୁର୍ଘଟଣା । 10 ମୃତ । ସୋମବାର, ଶିବସାଗର ଜିଲ୍ଲା 37 ନମ୍ବର ଜାତୀୟ ରାଜପଥର ଥାୱାର ପୋଲ ନିକଟରେ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍‌ ଓ ଏକ ଟ୍ରାଭେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ 10 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଦୁର୍ଘଟଣା ଫଳରେ ଟ୍ରାଭେଲରର ଆଗପଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 7 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ତେବେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ
ଆରମ୍ଭ କରିଛି ।

Intro:Body:ডিমৌ থাওৰাদলত ভয়ংকৰ পথ দুৰ্ঘটনা।আলট্ৰা বাছ আৰু ট্ৰেভেলাৰ্ মাজত মুখা মুখি সংঘৰ্ষ।দহজনৰো অধিক লোকৰ মৃত্যুৰ আশংকা।গোলাঘাটৰ পৰা ডিব্ৰুগড় অভিমুখী AS-05-AC-5999 নম্বৰৰ আলট্ৰা বাছে ডিব্ৰুগড়ৰ পৰা শিৱসাগৰ অভিমুখী এখন যাত্ৰীবাহী ট্ৰেভেলাৰত মুখামুখিকৈ খুন্দিৱাৰ ফলত চূৰ্ণ-বিচূৰ্ণ হৈ পৰে ট্ৰেভেলাৰ।এটা খাৱৈত পৰা ট্ৰেভেলাৰ বহু লোকৰ হানি হোৱাৰ সম্ভাৱনা।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.