ETV Bharat / bharat

ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣର ମାତ୍ରା - ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣର ମାତ୍ରା

କୁହୁଡି ଯୋଗୁଁ ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀ କନ୍ନାର୍ଟ ପ୍ଲେସର ଇନର ସର୍କଲରେ ବାୟୁର ଗୁଣବତ୍ତା ସର୍ବାଧିକ ପିଏମ 2.5 ସ୍ଥରରେ 391 ରେକର୍ଡ ହୋଇଛି ।

କୁହୁଡି ଯୋଗୁଁ ରାଜଧାନୀରେ ବଢୁଛି ବାୟୁ ପ୍ରଦୂଷଣ
author img

By

Published : Oct 17, 2019, 11:56 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଶୀତ ଆରମ୍ଭ ହୋଇଯିବା ପରେ ଏଠାକାର ପରିବେଶରେ ଦେଖିବାକୁ ମିଳିଲାଣି ପରିବର୍ତ୍ତନ । କୁହୁଡି ଯୋଗୁଁ ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ଗୁରୁବାର ସକାଳୁ ଦିଲ୍ଲୀ ବାୟୁର ଗୁଣବତ୍ତା ପ୍ରଭାବିତ ହୋଇଛି । ଏକ୍ୟୁଆଇ (ଏୟାର କ୍ୟାଲିଟି ଇଣ୍ଡେକ୍ସ) ଅନୁସାରେ ଦିଲ୍ଲୀ କନ୍ନାର୍ଟ ପ୍ଲେସର ଇନର ସର୍କଲରେ ବାୟୁର ଗୁଣବତ୍ତା ସର୍ବାଧିକ ପିଏମ 2.5 ସ୍ଥରରେ 391 ରେକର୍ଡ ହୋଇଛି ।

ତେବେ ଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଏବଂ ଇଣ୍ଡିଆଗେଟ ଅଞ୍ଚଳରେ ବାୟୁର ଗୁଣବତ୍ତା ପିଏମ 2.5 ସ୍ତରରେ 177 ଥିବା ବେଳେ ପିଏମ 10 ସ୍ତରରେ 122 ରହିଛି । ବୁଧବାର ଦିଲ୍ଲୀର ଲୋଧିରୋଡରେ ବାୟୁର ଗୁଣବତ୍ତା 2.5 ସ୍ତରରେ 232 ଥିବା ବେଳେ ପିଏମ 10 ସ୍ତରରେ 233 ରେକର୍ଡ ଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.