ETV Bharat / bharat

କୋରୋନା ରେକର୍ଡ ଭାଙ୍ଗୁଛି ମହାରାଷ୍ଟ୍ର, 24 ଘଣ୍ଟାରେ 22ଜଣଙ୍କ ମୃତ୍ୟୁ - ମହାରାଷ୍ଟ୍ର କୋରୋନା ଭାଇରସର କେନ୍ଦ୍ର

ଭାରତରେ ମହାରାଷ୍ଟ୍ର କୋରୋନା ଭାଇରସର କେନ୍ଦ୍ର ହୋଇଗଲାଣି । 24 ଘଣ୍ଟାରେ 221 ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 22ଜଣଙ୍କ ମୃତ୍ୟୁ ହୋଇଛି ।

maharastra corona update
କୋରୋନା ରେକର୍ଡ ଭାଙ୍ଗୁଛି ମହାରାଷ୍ଟ୍ର
author img

By

Published : Apr 13, 2020, 11:11 AM IST

ମୁମ୍ବାଇ: ଭାରତରେ ମହାରାଷ୍ଟ୍ର କୋରୋନା ଭାଇରସର କେନ୍ଦ୍ର ହୋଇଗଲାଣି । 24 ଘଣ୍ଟାରେ 221 ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 22ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ହିଁ 92ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟରେ ମୋଟ 149ଜଣଙ୍କ କୋରୋନାରେ ମୃତ୍ୟୁ ହେଲାଣି । ଏହାସହ ମୋଟ୍ 1982 ଜଣ ସଂକ୍ରମିତ ।

ଦିଲ୍ଲୀର ନିଜାମୁଦ୍ଦିନରେ ସାମିଲ ଥିବା 755ଜଣଙ୍କ ପରୀକ୍ଷା ମହାରାଷ୍ଟ୍ରରେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 37ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୋଟ୍ 41 ହଜାର 109ଜଣଙ୍କ ପରୀକ୍ଷା କରାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢି 9 ହଜାର 152ରେ ପହଞ୍ଚିଛି । ଏହାସହ ମୃତ୍ୟୁ ସଂଖ୍ୟା 308ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.