ETV Bharat / bharat

‘ପାଇଲଟଙ୍କୁ ଅଟକାନ୍ତୁ, ଦଳରୁ ସବୁ ଚାଲିଯିବେ ତ ରହିବ କିଏ’

ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ, ସଚିନ ପାଇଲଟଙ୍କୁ ମନାଇବା ପାଇଁ ଦଳକୁ ନିବେଦନ କରିଛନ୍ତି ।

author img

By

Published : Jul 13, 2020, 6:58 PM IST

ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ
ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ, ସଚିନ ପାଇଲଟଙ୍କୁ ମନାଇବା ପାଇଁ ଦଳକୁ ନିବେଦନ କରିଛନ୍ତି । ନିରୁପମ କହିଛନ୍ତି, ଦଳରୁ ଜଣେ ଗଲେ ଦଳ ସମାପ୍ତ ହେବ ନାହିଁ, କିନ୍ତୁ ଯଦି ସବୁ ଚାଲିଯାଏ ତେବେ ଦଳରେ ରହିବେ କିଏ । ସେ କହିଛନ୍ତି ଦଳ ସଚିନ ପାଇଲଟଙ୍କୁ ବୁଝାଇବା ଜରୁରୀ ।

ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ
ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ

ନିରୁପମ୍ ଟ୍ବିଟ କରି କହିଛନ୍ତି, ଭଲ ହେବ, ଦଳ ସଚିନ ପାଇଲଟଙ୍କୁ ବୁଝାନ୍ତୁ । ବୋଧହୁଏ ଦଳର କିଛି ଲୋକ ଭାବୁଛନ୍ତି ଯେ ଯଦି ସେ ଯିବାକୁ ଚାହାଁନ୍ତି ତେବେ ଆମେ ଅଟକାଇବୁନି । ଏହି ଚିନ୍ତାଧାରା ଭୁଲ । ଦଳରୁ ଗୋଟିଏ ପରେ ଗୋଟିଏ ସମସ୍ତେ ଚାଲିଯିବେ ଯଦି ଦଳରେ କିଏ ରହିବେ ।

ପ୍ରକାଶଥାଉକି, ଗେହଲଟଙ୍କ ବାସଭବନରେ କଂଗ୍ରେସ ବିଧାୟକଙ୍କ ବୈଠକ ହୋଇଥିଲା । ଏହାସହ କଂଗ୍ରେସ ପକ୍ଷରୁ ହ୍ବିପ୍ ଜାରି କରାଯାଇ ବିଧାୟକଙ୍କ ବୈଠକରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିଲା । ଏହି ବୈଠକରେ 106 ବିଧାୟକ ଉପସ୍ଥିତ ଥିଲେ । ବୈଠକ ପରେ ସମସ୍ତ ବିଧାୟକ ଏକ ଅଜ୍ଞାନ ସ୍ଥାନକୁ ବସ ଯୋଗେ ଯାଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.