ETV Bharat / bharat

ମୁଁ ବିଜେପିକୁ ଚନ୍ଦ୍ର କିମ୍ବା ତାରା ମାଗିନଥିଲି: ଉଦ୍ଧବ ଠାକରେ

ନିଜର ପୁରୁଣା ବନ୍ଧୁ ବିଜେପିର ହାତ ଛାଡି କଂଗ୍ରେସ ଏବଂ ଏନସିପି ସହ ମିଶି ସରକାର ଗଢିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ...

author img

By

Published : Feb 3, 2020, 12:24 PM IST

uddhab thakrey
ଉଦ୍ଧବ ଠାକରେ

ମୁମ୍ବାଇ: ନିଜର ପୁରୁଣା ବନ୍ଧୁ ବିଜେପିର ହାତ ଛାଡି କଂଗ୍ରେସ ଏବଂ ଏନସିପି ସହ ମିଶି ସରକାର ଗଢିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, 'ମୁଁ ବିଜେପିକୁ ଚନ୍ଦ୍ର କିମ୍ବା ତାରା ମାଗିନଥିଲି । ଯଦି ସେ ମୋ ସର୍ତ୍ତରେ ରାଜି ହୋଇଯାଇଥାନ୍ତେ, ତାହାଲେ ଆଜି ମୁଁ ନୁହେଁ ଶିବସେନାର ଆଉ ଜଣେ ନେତା ଏହି ପଦବୀରେ ବସିଥାନ୍ତେ । '

ଏକ ଗଣମାଧ୍ୟମ ସାକ୍ଷାତକାରରେ ଉଦ୍ଧବ ଠାକରେ କହିଛନ୍ତି, 'ଜଣକୁ ଦେଇଥିବା ପ୍ରତିଶୃତି ଯଦି ଭାଙ୍ଗି ଦିଆଯାଏ, ତାହାଲେ କଷ୍ଟ ଏବଂ କ୍ରୋଧ ହେବା ସାଧାରଣ କଥା । ଯାହା ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା ତାହା ହିଁ ମୁଁ ବିଜେପିକୁ ମାଗିଥିଲି । ତାଙ୍କୁ ମୁଁ ଚନ୍ଦ୍ର କିମ୍ବା ତାରା ତ ମାଗିନଥିଲି । ବିଜେପି ଯଦି ନିଜ ପ୍ରତିଶୃତି ପାଳନ କରିଥାନ୍ତା ତାହେଲେ ମୁଁ ମୁଖ୍ୟମନ୍ତ୍ରୀ ହୋଇନଥାନ୍ତି । କାହାକୁ ଯଦି ଏନେଇ ଟିପ୍ପଣୀ କରିବାର ଅଛି ତାହେଲେ ଖୁସିର ସହ କରନ୍ତୁ । ମୁଁ ଆଉ ଖାତିର କରୁନାହିଁ ।'

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.