ETV Bharat / bharat

ବିନା ସୁରକ୍ଷା ଉପକରଣରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିଲେ ମହିଳା, ଭିଡିଓ ଭାଇରଲ - ମହିଳା ଇଲେକ୍ଟ୍ରିସିଆନ ଉଷା ଜଗଦଲେ

ଜଣେ ମହିଳା ଇଲେକ୍ଟ୍ରିସିଆନ ବିନା କୌଣସି ସୁରକ୍ଷା ଉପକରଣରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

Maharashtra: Video of linewoman climbing pole evokes mixed response
ବିନା ସୁରକ୍ଷା ଉପକରଣରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିଗଲେ ମହିଳା, ଭିଡିଓ ଭାଇରଲ
author img

By

Published : Aug 11, 2020, 9:01 PM IST

ବିଡ(ମହାରାଷ୍ଟ୍ର): ଜଣେ ମହିଳା ଇଲେକ୍ଟ୍ରିସିଆନ ବିନା କୌଣସି ସୁରକ୍ଷା ଉପକରଣରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଘଟଣାଟି ଘଟିଛି ମହାରାଷ୍ଟ୍ରର ବିଡ ଜିଲ୍ଲାରେ ।

ବିନା ସୁରକ୍ଷା ଉପକରଣରେ ଇଲେକ୍ଟ୍ରି ଖୁଣ୍ଟରେ ଚଢିଗଲେ ମହିଳା, ଭିଡିଓ ଭାଇରଲ

କୋରୋନା ଭାଇରସ ସମୟରେ ଲୋକଙ୍କ ପାଇଁ ସାହସର ସହ ଖୁଣ୍ଟରେ ଚଢି ତୁରନ୍ତ କାମ କରିବାକୁ ନଇ ସାବାସୀ ଦେଉଥିବାବେଳେ, ଅନେକ ଅସୁରକ୍ଷିତ ଭାବେ ଇଲେକ୍ଟ୍ରି ଖୁଣ୍ଟରେ ଚଢିବାକୁ ନେଇ ସମାଲୋଚନା କରିଛନ୍ତି । ମହିଳାଙ୍କ ନାମ ଉଷା ଜଗଦଲେ ବୋଲି ଜଣାପଡିଛି । ଉଷା ମହାରାଷ୍ଟ୍ର ବିଦ୍ୟୁତ ବିତରଣ କମ୍ପାନୀରେ କର୍ମଚାରୀ ଅଛନ୍ତି ।

  • Ever heard of a woman climbing electric poles, fixing snapped wire? Usha Jagdale working in #Maharashtra's Beed is exception in male dominated profession.

    By addressing grievances of consumers effectively she ensured uninterrupted power supply during #lockdown

    Report: Shashi pic.twitter.com/D2ix4jWO7T

    — All India Radio News (@airnewsalerts) August 10, 2020 " class="align-text-top noRightClick twitterSection" data=" ">

ବିଡ ଜିଲ୍ଲାର ଆସ୍ତି ଅଞ୍ଚଳର ଏକ କୃଷକ ପରିବାରରେ ଜନ୍ମିତ ଉଷା ଅଭାବ ଅଟନରେ ବଢିଛନ୍ତି । ପରିବାର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ, ଅଧିକ ପଢିବାର ସୁଯୋଗ ପାଇପାରିନଥିଲେ । ଏଥିସହିତ ଅଳ୍ପ ବୟସରେ ବିବାହ ମଧ୍ୟ କରିଥଲେ । ତେବେ ଉଷାଙ୍କର ସ୍ପୋର୍ଟ୍ସ କାର୍ଯ୍ୟକଳାପରେ ବିଶେଷ ରୁଚି ରହିଥିଲା । ଲୋକଙ୍କ ପାଇଁ ଗତ କିଛି ମାସ ଧରି ନିରନ୍ତର ଭାବେ ପରିଶ୍ରମ କରିଆସୁଛନ୍ତି ସେ । ମହାରାଷ୍ଟ୍ର ଅଲ ଇଣ୍ଡିଆ ରେଡିଓ ପକ୍ଷରୁ ଟ୍ବିଟ ଯୋଗେଁ ଉଷାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.