ETV Bharat / bharat

ସୁଶାନ୍ତ ସିଂଙ୍କ ମାମଲାରେ ରାଜନୀତି ହେଉଥିବା ଅଭିଯୋଗ ଆଣିଲେ ଆଦିତ୍ୟ ଠାକରେ

author img

By

Published : Aug 4, 2020, 10:46 PM IST

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ତାଙ୍କୁ ଏବଂ ତାଙ୍କ ପରିବାର ଉପରେ କାଦୁଅ ଫିଙ୍ଗାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ । ଅଧିକ ପଢନ୍ତୁ...

ସୁଶାନ୍ତ ସିଂହଙ୍କ ମାମଲାରେ ରାଜନୀତି ହେଉଥିବା ଅଭିଯୋଗ ଆଣିଲେ ଆଦିତ୍ୟ ଠାକରେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ରାଜନୀତି ହେଉଥିବା କହିଛନ୍ତି ଆଦିତ୍ୟ । ଏହି ମାମଲାରେ ତାଙ୍କୁ ଏବଂ ତାଙ୍କ ପରିବାର ଉପରେ କାଦୁଅ ଫିଙ୍ଗାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଆଦିତ୍ୟ କହିଛନ୍ତି, ମୋର ଏହି ବିଷୟରେ କୌଣସି ସମ୍ପର୍କ ନାହିଁ। ବଲିଉଡ ମୁମ୍ବାଇର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଅନେକ ଲୋକଙ୍କ ଜୀବନ ଏହା ଉପରେ ନିର୍ଭର କରେ। ମୋର ମଧ୍ୟ ଏହି ଇଣ୍ଡଷ୍ଟ୍ରୀ ସହିତ ଅନେକ ସମ୍ପର୍କ ଅଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ। ମୁମ୍ବାଇ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ମହାରାଷ୍ଟ୍ର ପୋଲିସ ସାରା ବିଶ୍ବରେ ପ୍ରସିଦ୍ଧ।

ଆଦିତ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ପ୍ରୋଟୋକଲରେ ବିଶ୍ବାସ କରନ୍ତି ନାହିଁ, ସେମାନେ ସେହି ସମାନ ବ୍ୟକ୍ତି ତଦନ୍ତକୁ ବିଭ୍ରାନ୍ତିକର ବୋଲି ଅଭିଯୋଗ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.