ETV Bharat / bharat

ମହାରାଷ୍ଟ୍ରର ମନ୍ତ୍ରୀ କୋରୋନା ଆକ୍ରାନ୍ତ

ଏନସିପି ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ଜଣେ ମନ୍ତ୍ରୀ କୋରୋନା ଆକ୍ରାନ୍ତ । ଗତ କିଛିଦିନ ପୂର୍ବରୁ କ୍ବାରେଣ୍ଟାଇନରେ ଥିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Apr 24, 2020, 11:33 AM IST

ମହାରାଷ୍ଟ୍ରର ମନ୍ତ୍ରୀ କୋରୋନା ଆକ୍ରାନ୍ତ
ମହାରାଷ୍ଟ୍ରର ମନ୍ତ୍ରୀ କୋରୋନା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ କୋରୋନା ଆକ୍ରାନ୍ତ। 54 ବର୍ଷୀୟ ଏହି ନେତା ଏବେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନସିପିର ଏହି ବରିଷ୍ଠ ନେତା ଜଣେ ପୋଲିସ କର୍ମଚାରୀଙ୍କ ସମ୍ପର୍କରେ ଆସିବା ପରେ କୋରୋନା ପଜିଟିଭ ଆସିଛି ।

କୋରୋନା ସଂସ୍ପର୍ଶରେ ଆସିଥିବାରୁ ସେ ଏପ୍ରିଲ 13ରେ କୋରୋନା ପରୀକ୍ଷା କରିଥିଲେ । ହେଲେ ସେହି ସମୟରେ ତାଙ୍କ ରିପୋର୍ଟ ନେଗେଟିଭ ରହିଥିଲା । ଏପରିକି ସେ ଗତ କିଛି ଦିନ ହେବ କ୍ବାରେଣ୍ଟାଇନରେ ମଧ୍ୟ ରହିଥିଲେ । ତାଙ୍କ ସମେତ ତାଙ୍କ ପରିବାରର 15 ଜଣ ସଦସ୍ୟ ମଧ୍ୟ କ୍ବାରେଣ୍ଟାଇନରେ ରହିଥିଲେ । ପରେ କିନ୍ତୁ ବର୍ତ୍ତମାନ ତାହା ପଜିଟିଭ ଆସିଛି ।

ଏପ୍ରିଲ ପ୍ରଥମ ସପ୍ତାହରେ ଜିତେନ୍ଦ୍ର କୋରୋନା ଲକଡାଉନ ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକରେ ଯୋଗ ଦେଇଥିବା ଜଣେ ପୋଲିସ ଅଧିକାରୀଙ୍କ ଠାରେ କୋରୋନା ଚିହ୍ନଟ ହୋଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.