ETV Bharat / bharat

ମେ’ 31କୁ ଲକଡାଉନ ବୃଦ୍ଧି କଲା ମହାରାଷ୍ଟ୍ର

author img

By

Published : May 17, 2020, 3:19 PM IST

ରାଜ୍ୟରେ ଅନିୟନ୍ତ୍ରିତ ଭାବେ ବଢିଚାଲିଛି କୋରୋନା ସଂକ୍ରମଣ । ମେ 31 କୁ ଲକଡାଉନ ବୃଦ୍ଧି କଲେ ମହାରାଷ୍ଟ୍ର ସରକାର । ଅଧିକ ପଢନ୍ତୁ...

ମେ 31କୁ ଲକଡାଉନ ବୃଦ୍ଧି କଲା ମହାରାଷ୍ଟ୍ର
ମେ 31କୁ ଲକଡାଉନ ବୃଦ୍ଧି କଲା ମହାରାଷ୍ଟ୍ର

ମୁମ୍ବାଇ: ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟରେ ବଢିଲା ଲକଡାଉନ । କୋରୋନା ସଂକ୍ରମିତ ସଂଖ୍ୟା ବଢୁଥିବା ନେଇ ମେ’ 31 ଯାଏଁ ଲକଡାଉନ ବୃଦ୍ଧି କଲେ ମହାରାଷ୍ଟ୍ର ସରକାର । ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ନ ଆସିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଦେଶବ୍ୟାପୀ ଲକଡାଉନ 4.0 ଆରମ୍ଭ ହେବାକୁ ଯାଉଛି ।

ମହାରାଷ୍ଟ୍ରରେ ଗତକାଲି 1606 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । 67 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତ ମାମଲା 30 ହଜାରରୁ ଅଧିକ ରହିଛି । ସଂକ୍ରମିତଙ୍କ ମଧ୍ୟରୁ 1135 ଜଣ ମୃତ୍ୟୁବରଣ କରିସାରିଲେଣି । ମୁମ୍ବାଇରେ କେବଳ 18,555 କୋରୋନା ପଜିଟିଭ ସହ 696 ଜଣଙ୍କ ପ୍ରାଣହାନୀ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.