ETV Bharat / bharat

ଶିବସେନାକୁ ବଡ ଝଟକା, ନିର୍ବାଚନ ପୂର୍ବରୁ 200 କର୍ମୀଙ୍କ ଇସ୍ତଫା - 200 ଶିବସେନା କର୍ମୀଙ୍କ ଇସ୍ତଫା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାର 200 କର୍ମୀଙ୍କ ଇସ୍ତଫା । ଆରାବଳୀ ଓ ବେଲାପୁର ଆସନ ବିଜେପିକୁ ହସ୍ତାନ୍ତର ଅସନ୍ତୋଷ କାର୍ମୀ ଇସ୍ତଫା ଦେଇଥିବା ସୂଚନା ।

ଫାଇଲ ଫଟୋ
author img

By

Published : Oct 1, 2019, 12:48 PM IST

ମୁମ୍ବାଇ: ଆଗାମୀ ଦିନରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ଘୋଷଣା ହୋଇସାରିଛି । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଶିବସେନାକୁ ବଡ ଝଟକା ଲାଗିଛି । ଦଳରୁ 200 କର୍ମକାର୍ତ୍ତା ଇସ୍ତଫା ଦେଇଦେଇଛନ୍ତି ।

ମହାରାଷ୍ଟ୍ର ନିର୍ବାଚନ ପାଇଁ ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ଘୋଷଣା ହୋଇସାରିଥିବା ବେଳେ ଆସନ ଭାଗବଣ୍ଟାକୁ ନେଇ ଖୁବ ଶିଘ୍ର ନିଷ୍ପତ୍ତି ହେବେ । ଏଇ ମଧ୍ୟରେ ଶିବସେନାରୁ 200 କର୍ମକାର୍ତ୍ତା ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଶିବ ସୈନିକଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ଓ ଉପପ୍ରମୁଖ ସାମିଲ ଅଛନ୍ତି ।

ଶିବସେନା ଉଭୟ ଆରାବଳୀ ଓ ବେଲାପୁର ଆସନ ବିଜେପିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏହାକୁ ନେଇ ଶିବସେନା କର୍ମୀ ଅସନ୍ତୋଷ ଜାହିର କରିବା ସହ ଇସ୍ତଫା ଦେଇଥିବା ଜଣା ପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.