ETV Bharat / bharat

କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ - ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

କାରଗିଲ ବିଜୟ ଦିବସକୁ ପୁରିଛି 20 ବର୍ଷ । ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁମ୍ବାଇ କୋଲାବଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 26, 2019, 10:16 PM IST

ମହାରାଷ୍ଟ୍ର: କାରଗିଲ ବିଜୟ ଦିବସକୁ ପୁରିଛି 20 ବର୍ଷ । ଏହି ଅବସରରେ କାରଗିଲ ଶହୀଦଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଉଛି । ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କାରଗିଲ ଯୁଦ୍ଧ ସ୍ମାରକରେ ମୁମ୍ବାଇ କୋଲାବଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

''ଭାରତର ସମସ୍ତ ବିରପୁତ୍ରକୁ ମୁଁ ସାଲ୍ୟୁଟ କରୁଛି । ଯେଉଁ ମାନେ ଇତିହାସ ରଚିବା ସହ ଏହି କାରଗିଲ ବିଜୟ ଦିବସରେ ଭାରତକୁ ଗର୍ବୀତ କରିଛନ୍ତି '' ବୋଲି ମୁଖ୍ୟମନ୍ତ୍ରୀ ଫଡନାଭିସ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, 1999 ମେ 3ରୁ ଆରମ୍ଭ ହୋଇ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା । ଆଜି ହେଉଛି ଏହି ବିଜୟ ଦିବସର ବିଂଶତମ ବାର୍ଷିକୀ । ଯୁଦ୍ଧରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି 1999 ମସିହାରେ ହୋଇଥିବା କାରଗିଲ ଯୁଦ୍ଧର ସ୍ମୃତି ଚାରଣ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.