ETV Bharat / bharat

ମହାରାଷ୍ଟ୍ରରେ ମତଦାନ ଆରମ୍ଭ - ରାଜ୍ୟର 288ଟି ବିଧାନସଭା କ୍ଷେତ୍ର

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ରାଜ୍ୟବାସୀ । ଆରମ୍ଭ ହୋଇଯାଇଛି ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ । ସେହିପରି ମାଲାବାର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟଗ୍ରହଣ ଜାରି ରହିଛି ।

ଫାଇଲ ଫଟୋ
author img

By

Published : Oct 21, 2019, 7:58 AM IST

Updated : Oct 21, 2019, 9:28 AM IST

ମୁମ୍ବାଇ: ରାଜ୍ୟର 288ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ଭୋଟଗ୍ରହଣ । ମତଦାନ ପ୍ରକ୍ରିୟାକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ରାଜ୍ୟର ପ୍ରତ୍ୟେକ ବୁଥରେ ଭୋଟରମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ବେଳେ ସକାଳ 7ରୁ ଆରମ୍ଭ ହୋଇଯାଇଛି ମତଦାନ ।

ମହାରାଷ୍ଟ୍ରରେ ମତଦାନ ଆରମ୍ଭ..

ମାଲାବାର ନିର୍ବାଚନ ମଣ୍ଡଳୀର 185 ନଂ ବୁଥରେ ସେହିଭଳି ସକାଳୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଗଣତନ୍ତ୍ରର ଏହି ମହାନ ଉତ୍ସବକୁ ମନାଉଛନ୍ତି ରାଜ୍ୟବାସୀ ।

ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟକେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପଟେ ପ୍ରତିଟି ବୁଥରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Intro:विधानसभेच्या जागांसाठी मुंबईतील 185 मलबार हिल मतदारसंघात मतदानाला सुरुवात झालेली आहे. लोकशाहीचा सगळ्यात मोठा उत्सव आज साजरा केला जात असून मुंबईतील वेगवेगळ्या मतदान केंद्रांवर मोठा पोलिस बंदोबस्त देण्यात आलेला आहे . याचा आढावा घेतला आमचे प्रतिनिधी महेश बागल यांनी

Body:( वॉक थ्रू लाइव्ह यु ने पाठवला आहे.)

Conclusion:
Last Updated : Oct 21, 2019, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.