ETV Bharat / bharat

6.1 ତୀବ୍ରତା ଭୂକମ୍ପରେ ଥରିଲା ବାଙ୍ଗଲାଦେଶ, 5 ଆହତ - Five

ଭୂକମ୍ପରେ ଥରିଲା ବାଙ୍ଗଲାଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ଥିବା ରେକର୍ଡ କରାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ 5 ଜଣ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

author img

By

Published : May 13, 2019, 11:50 AM IST

ପାନାମା: ଭୂକମ୍ପରେ ଥରିଲା ବାଙ୍ଗଲାଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ଥିବା ରେକର୍ଡ କରାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ 5 ଜଣ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ରିକାନ ସୀମାରୁ 37 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା ଆମେରିକା ଭୂତ୍ବତ୍ତବିତ୍ ସୂଚନା ଦେଇଛନ୍ତି । ତେବେ ରାଷ୍ଟ୍ରୀୟ ସୁରକ୍ଷା ନିୟମର କହିବା ଅନୁସାରେ ଏହି ଶକ୍ତିଶାଳୀ ଭୂକମ୍ପରେ 5 ଜଣ ବ୍ୟକ୍ତି ଆହତ ହେବାସହ ବହୁ ସଂଖ୍ୟାରେ ଘରଦ୍ବାର ନଷ୍ଟ ହୋଇଛି ।

ଏହି ଘଟଣା ପରେ ବାଙ୍ଗଲାଦେଶ ରାଷ୍ଟ୍ରପତି ଜୁଆନ କାରଲୋସ ଟ୍ବିଟ କରି କ୍ଷୟକ୍ଷତିର ସୂଚନା ଦେଇଛନ୍ତି । ତେବେ ଭୂକମ୍ପ ପରେ ସୁନାମିର ଭୟନଥିବା ପ୍ରଶାନ୍ତସାଗରୀୟ ସୁନାମି ସଂସ୍ଥାରୁ ଖବର ମିଳିଛି । ଖବର ଅନୁଯାୟୀ, 2017 ସେପ୍ଟେମ୍ବର ମାସରେ ମେକ୍ସିକୋରେ 7.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପାଖାପାଖି 300 ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନr ଘଟିଥିଲା ।

Intro:Body:

sdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.