ETV Bharat / bharat

ଗାଜିଆବାଦ କଲେକ୍ଟରେଟରେ ନିଆରା ଦୃଶ୍ୟ: କାର୍ଯ୍ୟାଳୟ ସଫା କରନ୍ତି ମାଜିଷ୍ଟ୍ରେଟ

ଦାୟିତ୍ବବୋଧତା ଆଗରେ ପଦ ପଦବୀର ନଥାଏ କୌଣସି ତଫାତ । ନିଜ କର୍ତ୍ତବ୍ୟ ଆଗରେ ଫିକା ପଡେ ପଦବୀର ମହନୀୟତା । ଏହାର ଏକ ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଅଜୟ ଶଙ୍କର ପାଣ୍ଡେ ।

author img

By

Published : Oct 12, 2019, 12:36 PM IST

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲକ୍ଷ୍ନୌ: ଦାୟିତ୍ବବୋଧତା ଆଗରେ ପଦ ପଦବୀର ନଥାଏ କୌଣସି ତଫାତ । ନିଜ କର୍ତ୍ତବ୍ୟ ଆଗରେ ଫିକା ପଡେ ପଦବୀର ମହନୀୟତା । ଏହାର ଏକ ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଅଜୟ ଶଙ୍କର ପାଣ୍ଡେ । ପ୍ରତିଦିନ ନିର୍ଦ୍ଧାରିତ ସମୟର 10 ମିନିଟ ପୂର୍ବରୁ ଆସି କାର୍ଯ୍ୟାଳୟରେ ନିଜ କକ୍ଷର ସଫେଇ କରନ୍ତି ଅଜୟ । ଆଜି କି କାଲିର ନୁହେଁ ଏ ହେଉଛି ତାଙ୍କର ଦୀର୍ଘ 26 ବର୍ଷର ଅଭ୍ୟାସ ।

ସମୟ ସହ ଏବେ ଅଭ୍ୟାସ ପାଲଟିଛି ଅଜୟଙ୍କ ପାଇଁ କର୍ତ୍ତବ୍ୟ । ଯାହା ଦେଖି କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଆରମ୍ଭ କରିଛନ୍ତି ନିଜ କକ୍ଷ ସଫେଇ ଅଭିଯାନ । ପ୍ରତିଦିନ 10 ମିନିଟ ପୂର୍ବରୁ ଅର୍ଥାତ ଠିକ୍‌ 9ଟା 15 ମିନିଟରେ ପହଞ୍ଚି ନିଜ ନିଜ କକ୍ଷ ସଫେଇ କରନ୍ତି କଲେକ୍ଟରେଟର ସମସ୍ତ ଅଧିକାରୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

4 ବର୍ଷ ତଳେ ଜିଲ୍ଲାରେ ସ୍ବଚ୍ଛତା ଅଭିଯାନକୁ ପ୍ରୋତ୍ସାହନ ଦେଇ ଅଜୟ ପାଲଟିଥିଲେ ଅନେକଙ୍କ ପାଇଁ ଉଦାହରଣ । ଆଉ ଏବେ କଲେକ୍ଟରେଟରେ ତାଙ୍କର ସଫେଇ ଅଭିଯାନ ଅନେକଙ୍କୁ ସତର୍କ କରାଇଛି । ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ତାଙ୍କ କକ୍ଷ ବାହାରେ ଲଗାଯାଇଥିବା ବୋର୍ଡ ଓ ସେଥିରେ ଲେଖାଥିବା ବାର୍ତ୍ତା । ସଫେଇ ଅଭିଯାନକୁ ଗୁରୁତ୍ବର ସହ ନେଇ ସେ ନିଜ କାର୍ଯ୍ୟାଳୟ କକ୍ଷ ବାହାରେ ଏକ ବୋର୍ଡରେ ଲେଖିଛନ୍ତି ‘ଏହି କକ୍ଷର ସଫେଇ ମୋ ଦ୍ବାରା ହେଉଛି । ଦୟାକରି ଏହାକୁ ଅପରିଷ୍କାର କରି ମୋର କର୍ତ୍ତବ୍ୟରେ ବୋଝ ସୃଷ୍ଟି କରନ୍ତୁ ନାହିଁ ।’

ଅଜୟଙ୍କ ଏହି ନିଆରା ଅଭ୍ୟାସ ଓ ସମାଜରେ ଏକ ମହତ ଉଦ୍ଦେଶ୍ୟ ପହଞ୍ଚାଇବାର ପ୍ରୟାସ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସରକାର ତାଙ୍କୁ ‘ସ୍ବଚ୍ଛ ଶକ୍ତି’ ସମ୍ମାନରେ ସମ୍ମାନୀତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:उत्तर प्रदेश के जिला गाजियाबाद की कलेक्ट्रेट एक ऐसा ऑफिस बन चुका है जहां गंदगी का नामोनिशान नजर नहीं आता है. जिला अधिकारी अजय शंकर पांडेय समेत तमाम अधिकारी स्वयं करते हैं अपने कक्ष की सफाई.

Body:करीब 4 वर्ष पहले गाजियाबाद नगर निगम के नगर आयुक्त के पद पर तैनाती के दौरान स्वच्छता अभियान को धार देने के कारण चर्चा में आए आईएएस अधिकारी अजय शंकर पांडे अब जनपद गाजियाबाद में चर्चा का विषय बने हुए हैं.

गाजियाबाद की कॉलेक्ट्रेट में जिला अधिकारी अजय शंकर पांडे के कमरे के बाहर एक बोर्ड लगा है जिस पर लिखा है 'इस कमरे की सफाई मेरे द्वारा स्वयं की जाती है कृपया इस कमरे को गंदा करके मेरे काम के बोझ को अनावश्यक रूप से ना बढ़ाएं'.

तस्वीरों में साफ तौर पर देखा जा सकता है कि सुबह 9:15 बजे जिला अधिकारी कार्यालय पहुंचकर अपने ऑफिस की सफाई खुद कर रहे हैं. जिलाधिकारी झाड़ू लगाते देख अपर जिलाधिकारी डिप्टी कलेक्टर समेत तमाम अधिकारी अपने कक्ष की सफाई खुद करने लगे हैं.

जिलाधिकारी अजय शंकर पांडे ने बताया कि वो 10 मिनट पहले कार्यालय पहुंचकर अपने कक्ष की सफाई स्वयं करते हैं ऐसा वो पिछले 26 वर्षों से करते आ रहे हैं.

जिला अधिकारी के कमरे के बाहर बोर्ड को देखकर जिला अधिकारी कार्यालय के तमाम अधिकारी एवं कर्मचारी सतर्क हो गए हैं अब अपर जिला अधिकारी, कलेक्टर समेत तमाम कर्मचारी अपने कक्ष की सफाई स्वयं करते हैं.

Conclusion:बता दें की आईएएस अधिकारी अजय शंकर पांडे को सफाई के प्रति जागरूकता फैलाने के लिए प्रदेश सरकार द्वारा स्वच्छ शक्ति सम्मान से नवाजा जा चुका है.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.