ETV Bharat / bharat

ପୁଣି ମଧ୍ୟପ୍ରଦେଶରେ ଓଲଟିଲା ପ୍ରବାସୀ ଶ୍ରମିକଙ୍କ ଟ୍ରକ, 5 ମୃତ

ପୁଣି ମଧ୍ୟପ୍ରଦେଶରେ ପ୍ରବାସୀ ଶ୍ରମିକ ଭର୍ତ୍ତି ଟ୍ରକ ର୍ଦୁଘଟଣାଗ୍ରସ୍ତ । ଘଟଣାସ୍ଥଳରେ 5 ଶ୍ରମିକଙ୍କ ମୃତ୍ୟୁ ଘଟିଥିବା 20 ଜଣ ଗୁରୁତର ଆହତ ହୋଇଛନ୍ତି ।

author img

By

Published : May 16, 2020, 11:45 AM IST

accident
ପୁଣି ମଧ୍ୟପ୍ରଦେଶରେ ଓଲଟିଲା ପ୍ରବାସୀ ଶ୍ରମିକ ବୋଝେଇ ଟ୍ରକ

ଭୋପାଳ: ପୁଣି ମଧ୍ୟପ୍ରଦେଶରେ ପ୍ରବାସୀ ଶ୍ରମିକ ଭର୍ତ୍ତି ଟ୍ରକ ର୍ଦୁଘଟଣା । ଘଟଣା ସ୍ଥଳରେ 5 ଶ୍ରମିକଙ୍କ ମୃତ୍ୟୁ ଘଟିଥିବା 20 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ମଧ୍ୟପ୍ରଦେଶ ଦଲବତପୁର ସାଗର ଛତରପୁରକୁ ଯାଉଥିବା ପ୍ରବାସୀ ଶ୍ରମିକ ଭର୍ତ୍ତି ଏକ ଟ୍ରକ ହଠାତ୍ ଓଲଟି ପଡିଛି । ଯେଉଁଥିରେ 6 ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 20 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ଏପଟେ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲେର ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.