ETV Bharat / bharat

ଆସନ୍ତା ସୂର୍ଯ୍ୟଗ୍ରହଣ, ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ - ରାଶି ଉପରେ କଣ ପଡିବ ପ୍ରଭାବ

ଆସନ୍ତା 21 ତାରିଖରେ ଦେଖାଦେବ ସୂର୍ଯ୍ୟଗ୍ରହଣ । ଭାରତୀୟ ସମୟ ଅନୁସାରେ, ଏହା ସକାଳ 9.15 ରେ ଲାଗି 3.2 ମିନିଟରେ ଛାଡିବ । ମଧ୍ୟାହ୍ନ 12 ରେ ଏହା ବେଶ ପ୍ରଭାବଶାଳୀ ରହିବ । ବିଶେଷେ ଭାବେ ଏହି ଗ୍ରହଣ ଭାରତରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ....

ଆସନ୍ତା ସୂର୍ଯ୍ୟଗ୍ରହଣ, ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ

author img

By

Published : Jun 12, 2020, 5:53 PM IST

ହାଇଦ୍ରାବାଦ: ଚଳିତ ମାସ 21 ତାରିଖରେ ଦେଖାଦେବ ସୂର୍ଯ୍ୟଗ୍ରହଣ । ଭାରତୀୟ ସମୟ ଅନୁସାରେ, ଏହା ସକାଳ 9.15 ରେ ଲାଗି 3.2 ମିନିଟରେ ଛାଡିବ । ମଧ୍ୟାହ୍ନ 12 ରେ ଏହା ବେଶ ପ୍ରଭାବଶାଳୀ ରହିବ । ବିଶେଷେ ଭାବେ ଏହି ଗ୍ରହଣ ଭାରତରେ ଦେଖିବାକୁ ମିଳିବ । ତେବେ ଏହି ସମୟରେ ଆପଣଙ୍କ ରାଶିରେ କେମିତି ରହିବ ଏହାର ପ୍ରଭାବ । ଜାଣିବା ପାଇଁ ପଢନ୍ତୁ...

ରାଶି ଉପରେ ଗ୍ରହଣର ପ୍ରଭାବ

ମେଷ- ସାମଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ଲୋକଙ୍କଠାରୁ ମାନ ସମ୍ମାନ ଲାଭ ହେବ ।

ବୃଷ- ଆର୍ଥିକ କ୍ଷେତ୍ର ଏବଂ କର୍ମକ୍ଷତ୍ରରେ ହାନୀ ଘଟିବ । ତେଣୁ ସାବଧାନ ରୁହନ୍ତୁ ।

ମିଥୁନ- ଯାନବାହାନ ସାବଧାନ ହୋଇ ଚଲାନ୍ତୁ । ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

କର୍କଟ- ଜମିବାଡି ବିବାଦ ମୁଣ୍ଡ ଟେକିବ । ତେଣୁ ଯଥାସମ୍ଭବ ଏଥିରୁ ନିବୃତ ରୁହନ୍ତୁ ।

ସିଂହ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀ ଦ୍ବାରା ଆର୍ଥିକ ଅବିବୃଦ୍ଧି ଘଟିପାରେ ।

କନ୍ୟା- ଏହି ଗ୍ରହଣ ଆପଣଙ୍କ ପାଇଁ ଅନେକ ସୁଖ ସମାଚାର ଆଣିଦେବ ।

ତୁଳା- ଏହି ସମୟରେ ନିଜକୁ ଶାନ୍ତ ରଖନ୍ତୁ । ନଚେତ ଅନେକ ବାଦ ବିବାଦ ଉପଜିବାର ସମ୍ଭାବନା ରହିଛି ।

ବିଛା- ଏହି ସମୟର ଆପଣ ଶରୀରଜନିତ ପୀଡା ଅନୁଭବ କରିପାରନ୍ତି ।

ଧନୁ- ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ । ଜୀବନସାଥୀଙ୍କ ସହ ବିବାଦ ଦେଖା ଦେଇପାରେ ।

ମକର- ଆପଣଙ୍କ ପାଇଁ ଏହି ଗ୍ରହଣ ଶୁଭ ଖବର ଆଣିଦେବ । ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ ।

କୁମ୍ଭ- ଗ୍ରହଣର ଅଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ । ଆପଣଙ୍କୁ ମାନସିକ ସ୍ତରରେ ଅଶାନ୍ତି ଲାଗି ରହିବ ।

ମୀନ- ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ । ପରିବାରରେ କଳହ ସୃଷ୍ଟି ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.