ETV Bharat / bharat

ଆଜି ଶ୍ୟାମା ପ୍ରସାଦଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଦେଲେ ବାଚସ୍ପତି

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ । ସଂସଦର ସେଣ୍ଟ୍ରାଲ ହଲରେ ଶ୍ରଦ୍ଧାଞ୍ଜଳୀ ଦେଲେ ବାଚସ୍ପତି ଓମ ପ୍ରକାଶ ବିର୍ଲା ।

ଫାଇଲ ଫଟୋ
author img

By

Published : Jul 6, 2019, 12:58 PM IST

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ । ଏପଟେ ସଂସଦର ସେଣ୍ଟ୍ରାଲ ହଲରେ ଶ୍ରଦ୍ଧାଞ୍ଜଳୀ ଦେଲେ ବାଚସ୍ପତି ଓମ ପ୍ରକାଶ ବିର୍ଲା ।

ସୂଚନା ଅନୁସାରେ, ଶ୍ୟାମ ପ୍ରସାଦ ମୁଖାର୍ଜୀ 1901 ମସିହା ଜୁଲାଇ 1 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜନୀତି ଦୁନିଆରେ ପାଦ ଦେବା ପୂର୍ବରୁ ପେସାରେ ଜଣେ ଓକିଲ ଓ ଏକାଡେମିସିଆନ ଭାବେ କାର୍ଯ୍ୟରତ ଥିଲେ ।

ଏହାସହ ଶ୍ୟାମ ପ୍ରସାଦ ମୁଖାର୍ଜୀ 1951 ମସିହାରେ ଭାରତୀୟ ଜନସଙ୍ଘ ପ୍ରତିଷ୍ଠା କରିଥିଲେ । 1977 ମସିହାରେ ଏହା ଜନତା ପାର୍ଟି ସହ ମିଶ୍ରଣ ହୋଇଥିଲା । ଯାହାକୁ 1980 ମସିହାରେ ଭାରତୀୟ ଜନତା ପାର୍ଟିରେ ପରିଗଣିତ କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.