ETV Bharat / bharat

ଘରୋଇ ସିଲିଣ୍ଡର ପିଛା 19 ଟଙ୍କା ବୃଦ୍ଧି - lpg price

ନୂଆ ବର୍ଷରେ ମହଙ୍ଗା ମାଡ । ବଢିଲା ଗ୍ୟାସ ଦର । ଘରୋଇ ସିଲିଣ୍ଡର ପିଛା 19 ଟଙ୍କା ଓ କମର୍ସିଆଲ ସିଲିଣ୍ଡରର ମୂଲ୍ୟ 29 ଟଙ୍କା ବୃଦ୍ଧି । ଅଧିକ ପଢନ୍ତୁ...

lpg
ବଢିଲା ଗ୍ୟାସ ଦର, ଘରୋଇ ସିଲିଣ୍ଡର ପିଛା 19 ଟଙ୍କା ବୃଦ୍ଧି
author img

By

Published : Jan 1, 2020, 12:43 PM IST

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରୁ ହିଁ ଖାଉଟିଙ୍କ ରୋଷେଇ ଘରେ ମହଙ୍ଗା ବୋଝ ପଡିବା ଆରମ୍ଭ ହୋଇଯାଇଛି । ଗ୍ୟାସ କମ୍ପାମାନୀଗୁଡିକ ଅଣ ସବସିଡି ସିଲିଣ୍ଡରର ମୂଲ୍ୟରେ 19 ଟଙ୍କା ବୃଦ୍ଧି କରିଛନ୍ତି । ଏପରି ସ୍ଥିତିରେ ଦେଶର ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ମୂଲ୍ୟ 714 ଟଙ୍କାରେ ପହିଞ୍ଚି ଯାଇଛି । ସେହିପରି କୋଲକାତାରେ ଅଣ ସବସିଡି ଘରୋଇ ସିଲିଣ୍ଡର 747 ଟଙ୍କା, ମୁମ୍ବାଇରେ 684 ଟଙ୍କା ଓ ଚେନ୍ନାଇରେ 734 ଟଙ୍କା ହୋଇଯାଇଛି ।

ଡିସେମ୍ବର ମାସ ଦିଲ୍ଲୀରେ ଅଣ ସବସିଡି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ 695 ଟଙ୍କା ଥିଲା । ଏଥରକୁ ଲଗାଇ ପାଞ୍ଚ ମାସ ହେବ ସିଲିଣ୍ଡରର ବଜାର ମୂଲ୍ୟ ବୃଦ୍ଧି ହୋଇ ସାରିଲାଣି । ଅନ୍ୟପକ୍ଷେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ 29 ଟଙ୍କା ବୃଦ୍ଧି କରାଯାଇଛି । ବେପାରୀଙ୍କୁ ବର୍ତ୍ତମାନ ସିଲିଣ୍ଡର ପାଇଁ ଦିଲ୍ଲୀରେ 1241 ଟଙ୍କା ଦେବାକୁ ପଡିବ । ସେହିପରି କୋଲକାତାରେ କମର୍ସିଆଲ ସିଲିଣ୍ଡର 1308 ଟଙ୍କା, ମୁମ୍ବାଇରେ 1190 ଟଙ୍କା ଓ ଚେନ୍ନାଇରେ 1363 ଟଙ୍କା ହୋଇଯାଇଛି ।

Intro:Body:

dafg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.