ETV Bharat / bharat

ଲୋ ଇମ୍ୟୁନିଟିର କିଛି ଗୁରୁତର ଲକ୍ଷଣ, ମାଡି ବସିବ କୋରୋନା

author img

By

Published : Jun 3, 2020, 3:05 PM IST

କୋରୋନାକୁ ମାତ୍ ଦେବାକୁ କୌଣସି ଔଷଧ ବାହାରି ନଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଜାଏ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏପରି ପରିସ୍ଥିତି, ପ୍ରଶ୍ନ ଉଠେ ଯେ ଆମର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଅଛି କି ନୁହେଁ? ଆଜି ଆମେ ଆପଣଙ୍କୁ ଦୁର୍ବଳ ଇମ୍ୟୁନିଟିର କିଛି ଲକ୍ଷଣ କହିବାକୁ ଯାଉଛୁ ...

ଲୋ ଇମ୍ୟୁନିଟିର କିଛି ଗୁରୁତର ଲକ୍ଷଣ, ମାଡି ବସିବ କୋରୋନା
ଲୋ ଇମ୍ୟୁନିଟିର କିଛି ଗୁରୁତର ଲକ୍ଷଣ, ମାଡି ବସିବ କୋରୋନା

ବିଶ୍ବବ୍ୟାପୀ କୋରୋନାକୁ ନେଇ ଆତଙ୍କର ବାତାବରଣ ଖେଳିଯାଇଛି। ସବୁଠି ଗୋଟିଏ ଚର୍ଚ୍ଚା କେବଳ କୋରୋନା। ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ସଂକ୍ରମିତ ହୋଇନଥିବା ଲୋକଙ୍କ ସ୍ବାସ୍ଥ୍ୟପ୍ରତି ଭୟ ବଢିବାରେ ଲାଗିଛି।

ତେବେ କୋରୋନାକୁ ମାତ୍ ଦେବାକୁ କୌଣସି ଔଷଧ ବାହାରି ନଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଜାଏ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏପରି ପରିସ୍ଥିତି, ପ୍ରଶ୍ନ ଉଠେ ଯେ ଆମର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଅଛି କି ନୁହେଁ? ଆଜି ଆମେ ଆପଣଙ୍କୁ ଦୁର୍ବଳ ଇମ୍ୟୁନିଟିର କିଛି ଲକ୍ଷଣ କହିବାକୁ ଯାଉଛୁ ...

1. ଯଦି ଆପଣଙ୍କୁ ସବୁ ବେଳେ ଥକ୍କା ଲାଗୁଥିବ , ଏହା ହେଉଛି ଦୁର୍ବଳ ଇମ୍ୟୁନିଟର ସଙ୍କେତ।

2. ଏହାସହ ଲଗାତର ଅସୁସ୍ଥ ହେବା ଲୋ ଇମ୍ୟୁନିଟିର ଆଉ ଏକ ଲକ୍ଷଣ। ଏପରି ସମସ୍ୟା ଆପଣଙ୍କ ସହ ହେଉଥିଲେ ହେଲ୍ଦି ଡାଏଟ୍ ଖାଇବାରେ ସାମିଲ କରନ୍ତୁ।

3. ଶରୀରରେ କିଛି ସମୟ ବ୍ୟବଧାନରେ ଆଲର୍ଜୀ ବାରମ୍ବାର ଦେଖାଗଲେ ଏହା ଲୋ ଇମ୍ୟୁନିଟର ଆଉ ଏକ ଲକ୍ଷଣ।

4. ଯଦି ଆପଣଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତ ଅଛି ଏବଂ ଏହା ଜମାରୁ ଶୁଖୁ ନାହିଁ। ତେବେ ଏହା କମ୍ ପ୍ରତିରୋଧକତାର ଲକ୍ଷଣ ।

5. ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍, ହଜମ ପ୍ରକ୍ରିୟାରେ ସମସ୍ୟା ହୋଇପାରେ ।

6. ଯେଉଁମାନଙ୍କର ମଧୁମେହ ଇତ୍ୟାଦି ଭଳି କୌଣସି ରୋଗ ଅଛି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଅଟେ ।

ଅଧିକ ସିଗାରେଟ୍ ଏବଂ ମଦ୍ୟପାନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଖରାପ ଖାଇବା କାରଣରୁ ରୋଗ ପ୍ରତିରୋଧକ ଶକ୍ତି ସଠିକ୍ ଭାବରେ କାମ କରେ ନାହିଁ । ପେଟ୍ରିକାରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ବ୍ରୋକୋଲିରେ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ବ୍ରୋକୋଲିରେ ଫାଇଟୋକେମିକାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ଇ ମଧ୍ୟ ମିଳିଥାଏ, ଯାହା ଜୀବାଣୁ ସହିତ ଲଢିବା ପାଇଁ କାମ କରିଥାଏ ।

ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଷ୍ଟ୍ରବେରି ଖାଆନ୍ତି, ତେବେ ଶରୀରରେ ଭିଟାମିନ୍ ସି ର ଅଭାବ ରହିବ ନାହିଁ । ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭିଟାମିନ୍ ସି କାମ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.