ETV Bharat / bharat

‘ଅସଲି ଅଯୋଧ୍ୟା ଭାରତରେ ନୁହେଁ ନେପାଳରେ ଅଛି’

author img

By

Published : Jul 13, 2020, 10:26 PM IST

Updated : Jul 13, 2020, 10:36 PM IST

ପୁଣି ଥରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ଭାରତୀୟଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମ ଚନ୍ଦ୍ର ନେପାଳି ଓ ଅସଲି ଅଯୋଧ୍ୟା ନେପାଳରେ ଅଛି କହିଲେ ଓଲି । ଅଧିକ ପଢ଼ନ୍ତୁ...

Lord Ram Nepali not Indian, Nepal PM KP Sharma Oli, ପ୍ରଭୁ ଶ୍ରୀରାମ ଭାରତୀୟ ନୁହେଁ ନାପାଳି, ନେପାଳ ପ୍ରଧାନମନ୍ତ୍ରୀ, କେପି ଶର୍ମା ଓଲି
ପ୍ରଭୁ ଶ୍ରୀରାମ ଭାରତୀୟ ନୁହେଁ ନାପାଳି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବଡ଼ ବୟାନ । କହିଲେ ଅସଲି ଅଯୋଧ୍ୟା ଭାରତରେ ନୁହେଁ ନେପାଳରେ ଅଛି ଓ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଭାରତୀୟ ନୁହେଁ ନେପାଳି ।

  • Real Ayodhya lies in Nepal, not in India. Lord Ram is Nepali not Indian: Nepali media quotes Nepal Prime Minister KP Sharma Oli (file pic) pic.twitter.com/k3CcN8jjGV

    — ANI (@ANI) July 13, 2020 " class="align-text-top noRightClick twitterSection" data=" ">

ତେବେ କିଛି ଦିନ ପୂର୍ବରୁ ନେପାଳ ସରକାର ଭାରତୀୟ ଘରୋଇ ଗଣମାଧ୍ୟମକୁ ନେପାଳ ବିରୋଧରେ ମିଛ ଖବର ପ୍ରସାରଣ କରୁଥିବା ଅଭିଯୋଗ କରି ଭାରତୀୟ ଚ୍ୟାନେଲର ପ୍ରସାରଣ ବନ୍ଦ କରିଥିଲେ । ଏହାସହ ନେପାଳ ଏବେ ଭାରତକୁ ଏକ ‘ଡିପ୍ଲୋମେଟିକ ନୋଟ’ ପଠାଇଛି ଓ ନୂଆ ଦିଲ୍ଲୀକୁ ମିଛ ଖବର ପ୍ରସାରଣ ଉପରେ ରୋକ ଲଗାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।

ତେବେ ବର୍ତ୍ତମାନ ପ୍ରଭୁ ରାମଙ୍କୁ ନେଇ ଏହି ବୟାନ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରିପାରେ ।

@ANI

Last Updated : Jul 13, 2020, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.