କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବଡ଼ ବୟାନ । କହିଲେ ଅସଲି ଅଯୋଧ୍ୟା ଭାରତରେ ନୁହେଁ ନେପାଳରେ ଅଛି ଓ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଭାରତୀୟ ନୁହେଁ ନେପାଳି ।
-
Real Ayodhya lies in Nepal, not in India. Lord Ram is Nepali not Indian: Nepali media quotes Nepal Prime Minister KP Sharma Oli (file pic) pic.twitter.com/k3CcN8jjGV
— ANI (@ANI) July 13, 2020 " class="align-text-top noRightClick twitterSection" data="
">Real Ayodhya lies in Nepal, not in India. Lord Ram is Nepali not Indian: Nepali media quotes Nepal Prime Minister KP Sharma Oli (file pic) pic.twitter.com/k3CcN8jjGV
— ANI (@ANI) July 13, 2020Real Ayodhya lies in Nepal, not in India. Lord Ram is Nepali not Indian: Nepali media quotes Nepal Prime Minister KP Sharma Oli (file pic) pic.twitter.com/k3CcN8jjGV
— ANI (@ANI) July 13, 2020
ତେବେ କିଛି ଦିନ ପୂର୍ବରୁ ନେପାଳ ସରକାର ଭାରତୀୟ ଘରୋଇ ଗଣମାଧ୍ୟମକୁ ନେପାଳ ବିରୋଧରେ ମିଛ ଖବର ପ୍ରସାରଣ କରୁଥିବା ଅଭିଯୋଗ କରି ଭାରତୀୟ ଚ୍ୟାନେଲର ପ୍ରସାରଣ ବନ୍ଦ କରିଥିଲେ । ଏହାସହ ନେପାଳ ଏବେ ଭାରତକୁ ଏକ ‘ଡିପ୍ଲୋମେଟିକ ନୋଟ’ ପଠାଇଛି ଓ ନୂଆ ଦିଲ୍ଲୀକୁ ମିଛ ଖବର ପ୍ରସାରଣ ଉପରେ ରୋକ ଲଗାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।
ତେବେ ବର୍ତ୍ତମାନ ପ୍ରଭୁ ରାମଙ୍କୁ ନେଇ ଏହି ବୟାନ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରିପାରେ ।
@ANI