ETV Bharat / bharat

ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀରେ ସରକାରୀ ବାସଭବନରେ ଲୋକସଭା ବାଚସ୍ପତି ଓମ ବିର୍ଲା ବାବାସାହେବ ଡ.ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 14, 2020, 6:55 PM IST

ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ: ମଙ୍ଗଳବାର ନୂଆଦିଲ୍ଲୀରେ ସରକାରୀ ବାସଭବନରେ ଲୋକସଭା ବାଚସ୍ପତି ଓମ ବିର୍ଲା ବାବାସାହେବ ଡ. ବି.ଆର ଅମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିର୍ଲା କହିଛନ୍ତି, ‘ଭାରତ ରତ୍ନ ଡକ୍ଟର ଆମ୍ବେଦକର ଜଣେ ଜଣାଶୁଣା ଜାତୀୟ ନେତା ତଥା ଭାରତର ସମ୍ବିଧାନ ସ୍ଥାପତି କରିଥିଲେ । ସେ ଆମକୁ ସମ୍ବିଧାନ ପ୍ରଦାନ କରିଥିଲେ ଯାହା ଆଧୁନିକ ଭାରତରେ ସାମାଜିକ ନ୍ୟାୟ ତଥା ସମାନତା ବିକାଶର ମୂଳଦୁଆ ପକାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।’

ବିର୍ଲା ଏହା ମଧ୍ୟ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣେ ବିଶିଷ୍ଟ ଲେଖକ, ଦାର୍ଶନିକ, ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ଦଲିତଙ୍କ ତ୍ରାଣକର୍ତ୍ତା ଏବଂ ବଞ୍ଚିତ । ଆଜି ଡକ୍ଟର ଆମ୍ବେଦକରଙ୍କ 129 ତମ ଜନ୍ମ ବାର୍ଷିକୀ ଅବସରରେ ସମସ୍ତ ଦେଶବାସୀ ସମ୍ମାନ ଏବଂ କୃତଜ୍ଞତା ସହ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହାନ ଅବଦାନକୁ ମନେ ରଖିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.