ETV Bharat / bharat

ମାର୍ଚ୍ଚ 31 ଯାଏଁ ବିହାର ଲକ୍‌ଡାଉନ୍‌ - corona awareness

କୋରୋନା ପାଇଁ ସଚେତନତା । ମାର୍ଚ୍ଚ 31 ଯାଏଁ ଖୋଲିବନି ବିହାର ଦୋକାନ ବଜାର । ଅଧିକ ପଢନ୍ତୁ.....

lockdown in Bihar
ବିହାରରେ ଲକଡାଉନ
author img

By

Published : Mar 22, 2020, 8:21 PM IST

ପାଟନା: କୋରୋନାକୁ ନେଇ ଭୟରେ ବିଶ୍ବବାସୀ । ଭାରତ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି କୋରୋନା ଭାଇରସ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 346ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା 7 ଛୁଇଁଲାଣି । କୋରୋନାକୁ ପ୍ରତିହତ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ମଧ୍ୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହୋଇଛି । କୋରୋନା ମୁକବିଲା ନେଇ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ ମୋଦି ।

ସେହିକ୍ରମରେ ବିହାରରେ ମଧ୍ୟ ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ସହରକୁ ମଧ୍ୟ ଲକଡାଉନ କରି ଦିଆଯାଇଛି । କେବେଳ ତେଜରାତି, ଔଷଧ ଓ ପନିପରିବା ଦୋକାନ ଖୋଲା ରହିବ ବୋଲି ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୌଜନ୍ୟ @ ANI

In the wake of #Coronavirus, lockdown has been imposed in the state till March 31. All essential services will available: Bihar Chief Minister's Office

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.