ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ ମାମଲା, 2 ଦିନରେ 5800ଟି ଗାଡି ଜବତ

ମୁମ୍ବାଇରେ ଲକଡାଉନ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ 2 ଦିନରେ 5800 ଟି ଗାଡି ଜବତ କରିଛି ମୁମ୍ବାଇ ପୋଲିସ ।

author img

By

Published : Jul 3, 2020, 6:19 AM IST

ଲକଡାଉନ ନିୟମ ଉଲ୍ଲଘଂନ ମାମଲା, 2 ଦିନରେ 5800 ଟି ଗାଡି ଜବତ

ମୁମ୍ବାଇ:କୋରୋନା ସହ ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ । ଲୋକେ ଘରେ ସୁରକ୍ଷିତ ରୁହନ୍ତୁ ବୋଲି ସରକାର ଲକଡାଉନ ଘୋଷଣା କରିଛନ୍ତି । ହେଲେ ଏହାକୁ ପାଳନ କରିବାକୁ ଲୋକେ ନାରାଜ । ମୁମ୍ବାଇରେ ଲକଡାଉନ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ 2 ଦିନରେ 5800 ଟି ଗାଡି ଜବତ କରିଛି ମୁମ୍ବାଇ ପୋଲିସ ।

ଜୁନ 30ରେ 3508 ଟି ଗାଡି ଜବତ କରିଥିବା ବେଳେ ଜୁଲାଇ 1 ତାରିଖରେ ମୁମ୍ବାଇ ପୋଲିସ 2369 ଟି ଗାଡି ଜବତ କରାୟାଇଛି । ଏହି ସମସ୍ତ ମାମଲା ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜବତ ହୋଇଥିବା ମୁମ୍ବାଇ ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.