ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ MLC ରିପୋର୍ଟ ଜାରି - ଦିଲ୍ଲୀ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ ରାଣୀ ଝାନ୍ସୀ ରୋଡସ୍ଥିତ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣାରେ 43 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ । ଏମଏଲସି ରିପୋର୍ଟ ଜାରି କଲା ଏଲଏନଜିପି ହସ୍ପିଟାଲ ।

ଦିଲ୍ଲୀ ଅଗ୍ନିକାଣ୍ଡ
ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ MLC ରିପୋର୍ଟ ଜାରି
author img

By

Published : Dec 8, 2019, 7:43 PM IST

ନୂଆଦିଲ୍ଲୀ: ରାଣୀ ଝାନ୍ସୀ ରୋଡସ୍ଥିତ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣାରେ ଏଲଏନଜିପି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତରମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଯାଇଛି । ମାମଲାରେ ହସ୍ପିଟାଲ ପ୍ରଶାସନ ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରିବା ସହ ଏମଏଲସି ରିପୋର୍ଟ ଜାରି କରିଛି ।

delhi
ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ MLC ରିପୋର୍ଟ ଜାରି

ରବିବାର ସକାଳେ ରାଣୀ ଝାନ୍ସୀ ରୋଡ ନିକଟରେ ଥିବା ଶସ୍ୟ ମଣ୍ଡିରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 43 ଜଣଙ୍କର ମୃତ୍ୟ ହୋଇଥିବା ସ୍ପଷ୍ଟ ହୋଇସାରିଛି । ମାମଲାରେ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ମୃତକଙ୍କ ଏମଏଲସି ରିପୋର୍ଟ ଜାରି କରିଛି ।

Intro:Body:

a

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.