ETV Bharat / bharat

ଘରେ ବସି ଶୁଣନ୍ତୁ ବୈଷ୍ଣୋଦେବୀଙ୍କ ମନ୍ତ୍ର - app

ଭାରତୀୟ ସଂଗୀତକୁ ସ୍ବତନ୍ତ୍ର ପରିଚୟ ଦେବାକୁ ପ୍ରୟାସ । ଆଉ ସେଥିପାଇଁ ଏବେ ଅଣ୍ଟା ଭିଡିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 15, 2019, 5:18 PM IST

ଦିଲ୍ଲୀ: ଭାରତୀୟ ସଂଗୀତକୁ ସ୍ବତନ୍ତ୍ର ପରିଚୟ ଦେବାକୁ ପ୍ରୟାସ । ଆଉ ସେଥିପାଇଁ ଏବେ ଅଣ୍ଟା ଭିଡିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ । ସେଥିପାଇଁ ଲଞ୍ଚ କରାଯାଇଛି ଆପ ସଙ୍ଗମ । ଏହି ଆପ ମାଧ୍ୟମରେ ବିଶ୍ୱର ଯେ କୌଣସି କୋଣରେ ଥିଲେ ବି ଏହି ଆପକୁ ଡାଉନଲୋଡ କରିହେବ । ଆଉ ଶୁଣିହେବ ଭାରତୀୟ ସଂସ୍କୃତି ସମ୍ବଦ୍ଧିତ ଗୀତର ଧୂନ ।


ବିଶେଷ କରି ସଙ୍ଗମ ଆପରେ ପାଖାପାଖି 2500ଟି ଗୀତ ଥିବାବେଳେ ଶୁଭିବ ୪୦୦ କଳାକାରଙ୍କ କଣ୍ଠଶିଳ୍ପୀଙ୍କ ସ୍ୱର । ସେହିପରି ୨୦ଟି ଭାଷାର ଗୀତକୁ ଏହି ଆପ ମାଧ୍ୟମରେ ଶୁଣି ହେବ। ବଡ କଥା ଏହି ଆପ ମାଧ୍ୟମରେ ଜଣେ ସିଧାସଳଖ ମା ବୈଷ୍ଣୋଦେବୀଙ୍କ ମନ୍ତ୍ର ମଧ୍ୟ ଶୁଣିପାରିବ। ସେହିପରି କିଛି ମନ୍ଦିରରେ ହେଉଥିବା ସ୍ବତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ ଶୁଣିହେବ ।


ସଙ୍ଗମ ଆପରେ ଆପଣ ଚାହିଁଲେ ଯେକୌଣସି ଗୀତର ସ୍କ୍ରିପ୍ଟ ମଧ୍ୟ ପାଇପାରିବେ। ସେହିପରି ଉଚ୍ଚମାନର ସଂଗୀତ ସାଙ୍ଗକୁ ଆପକୁ ମାଗଣାରେ ଡାଉନଲୋଡ ମଧ୍ୟ କରିପାରିବେ। ବେଳେବେଳେ ଦେଖିବାକୁ ମିଳେ କୌଣସି ଆପ ବ୍ୟବହାର କଲେ ଆଡଭର୍ଟାଇଜ ଆସିଥାଏ। ଯାହାକି ବିରକ୍ତ କରିଦେଇଥାଏ। ତେବେ ଏହି ଆପରେ କୌଣସି ବିଜ୍ଞାପନ ଆସିବ ନାହିଁ। ସେହିପରି ଆପ ବ୍ୟବହାର କରିବାବେଳେ ନିଜସ୍ୱ ପ୍ଲେ ଲିଷ୍ଟ ମଧ୍ୟ ସୃଷ୍ଟି କରିହେବ।

ଦିଲ୍ଲୀ: ଭାରତୀୟ ସଂଗୀତକୁ ସ୍ବତନ୍ତ୍ର ପରିଚୟ ଦେବାକୁ ପ୍ରୟାସ । ଆଉ ସେଥିପାଇଁ ଏବେ ଅଣ୍ଟା ଭିଡିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ । ସେଥିପାଇଁ ଲଞ୍ଚ କରାଯାଇଛି ଆପ ସଙ୍ଗମ । ଏହି ଆପ ମାଧ୍ୟମରେ ବିଶ୍ୱର ଯେ କୌଣସି କୋଣରେ ଥିଲେ ବି ଏହି ଆପକୁ ଡାଉନଲୋଡ କରିହେବ । ଆଉ ଶୁଣିହେବ ଭାରତୀୟ ସଂସ୍କୃତି ସମ୍ବଦ୍ଧିତ ଗୀତର ଧୂନ ।


ବିଶେଷ କରି ସଙ୍ଗମ ଆପରେ ପାଖାପାଖି 2500ଟି ଗୀତ ଥିବାବେଳେ ଶୁଭିବ ୪୦୦ କଳାକାରଙ୍କ କଣ୍ଠଶିଳ୍ପୀଙ୍କ ସ୍ୱର । ସେହିପରି ୨୦ଟି ଭାଷାର ଗୀତକୁ ଏହି ଆପ ମାଧ୍ୟମରେ ଶୁଣି ହେବ। ବଡ କଥା ଏହି ଆପ ମାଧ୍ୟମରେ ଜଣେ ସିଧାସଳଖ ମା ବୈଷ୍ଣୋଦେବୀଙ୍କ ମନ୍ତ୍ର ମଧ୍ୟ ଶୁଣିପାରିବ। ସେହିପରି କିଛି ମନ୍ଦିରରେ ହେଉଥିବା ସ୍ବତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ ଶୁଣିହେବ ।


ସଙ୍ଗମ ଆପରେ ଆପଣ ଚାହିଁଲେ ଯେକୌଣସି ଗୀତର ସ୍କ୍ରିପ୍ଟ ମଧ୍ୟ ପାଇପାରିବେ। ସେହିପରି ଉଚ୍ଚମାନର ସଂଗୀତ ସାଙ୍ଗକୁ ଆପକୁ ମାଗଣାରେ ଡାଉନଲୋଡ ମଧ୍ୟ କରିପାରିବେ। ବେଳେବେଳେ ଦେଖିବାକୁ ମିଳେ କୌଣସି ଆପ ବ୍ୟବହାର କଲେ ଆଡଭର୍ଟାଇଜ ଆସିଥାଏ। ଯାହାକି ବିରକ୍ତ କରିଦେଇଥାଏ। ତେବେ ଏହି ଆପରେ କୌଣସି ବିଜ୍ଞାପନ ଆସିବ ନାହିଁ। ସେହିପରି ଆପ ବ୍ୟବହାର କରିବାବେଳେ ନିଜସ୍ୱ ପ୍ଲେ ଲିଷ୍ଟ ମଧ୍ୟ ସୃଷ୍ଟି କରିହେବ।

SHOTLIST:
++CLIENTS NOTE: VIDEO AND SHOTLIST ONLY-- STORYLINE TO FOLLOW AS SOON AS POSSIBLE++
RESTRICTION SUMMARY:
AP CLIENTS ONLY
FILM CLIPS ARE CLEARED FOR MEDIA BROADCAST AND/OR INTERNET USE IN CONJUNCTION WITH THIS STORY ONLY.  NO RE-SALE. NO ARCHIVE.
THE ORCHARD
1. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
2. SOUNDBITE (Spanish) Ciro Guerra and Cristina Gallego, directors, on the synopsis:
Cristina Gallego:
"'Birds of Passage' is the story about a traditional family Wayuu. It's a story that explains the very beginnings of drug trafficking in Colombia which was called The Bonanza Marimbera. This happened between the 60s in the 80s and it's a  story about this family, their traditions, and the violent capitalism that comes and destroys everything."
THE ORCHARD
3. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
4. SOUNDBITE (Spanish) Ciro Guerra and Cristina Gallego, directors, on why this movie is different than other drug trafficking themes stories:
Ciro Guerra:
"At the same time, we wanted to tell the story by the indigenous communities' perspective. It's a new way of looking at it and we think this phenomenon has been narrated in a very exploitative way in the past. In the past it's been told in a way that glorifies criminals and so we wanted to tell it from our perspective as Colombians. This phenomenon was a tragedy, it was a destruction of our society and a destruction of moral values and our way of life. The truth is you never completely get that from the other narratives that touch this theme. You almost always end up seeing these bandits or criminals as heroic figures and they just make this spectacle of the pain that we have suffered."
THE ORCHARD
5. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
6. SOUNDBITE (Spanish) Ciro Guerra and Cristina Gallego, directors, on Colombia's response to the film:
Cristina Gallego:
"We are examining a topic that has been taboo for many years for Colombia. It's been the biggest problem, not only drug trafficking but the violence as well. Since this is a family tragedy, it's sparked real family stories and personal stories to resurface and we think that's the reaction we wanted to happen.  We wanted it to generate shock."
THE ORCHARD
7. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
8. SOUNDBITE (Spanish) Ciro Guerra and Cristina Gallego, directors, on what people can learn from the film:
Cristina Gallego:
"Likewise, as a capitalist society, they have been able to find the balance through the use of money and the negotiation of things. So, it does not matter how different they may be and how different they are with other communities because they have always been able to negotiate and find the balance between that. So, I think it's a movie that makes you examine many things. Not so much to demonize or to think that capitalism is a bad thing, but rather about the moment that things get lost out of balance."
THE ORCHARD
9. Film clip: "Birds of Passage"
STORYLINE:
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.