ETV Bharat / bharat

ଦରଘାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଲେଫ୍ଟନାଣ୍ଟ ରାଜ୍ୟପାଳ - ଲ୍ୟୁଟନାଣ୍ଟ ରାଜ୍ୟପାଳ

ଖ୍ବାଜା କୁତୁବୁଦ୍ଦିନ ବଖ୍ତିଆର କାକି ଦରଘା ଗସ୍ତ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ। ‘ଫୁଲ ୱାଲନ କି ସାରୀ’ କାର୍ଯ୍ୟକ୍ରମରେ ଯୋଗଦାନ କରି ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି।

ଫଟୋ ସୌଜନ୍ଯ: ଏଏନ୍ଆଇ
author img

By

Published : Oct 18, 2019, 8:58 AM IST

ନୂଆଦିଲ୍ଲୀ: ଦରଘା ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ। ଗୁରୁବାର ଦରଘା ଗସ୍ତ କରି ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ଖ୍ବାଜା କୁତୁବୁଦ୍ଦିନ ବାଖ୍ତିଆର କାକି ଦରଘା ଗସ୍ତ କରି ‘ଫୁଲ ୱାଲନ କି ସାରୀ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ବୈଜଲ ସେଠାରେ ପହଞ୍ଚି ପ୍ରଥମେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ପରେ ଫୁଲରେ ତିଆରି ହୋଇଥିବା ଏକ ବିରାଟ ମାଳାକୁ ଦରଘାରେ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ଯୋଗଦାନ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.