ETV Bharat / bharat

ଏପ୍ରିଲ 1 ରୁ ଉତ୍ତରପ୍ରଦେଶରେ ବିୟରବାର ଲାଇସେନ୍ସ ବନ୍ଦ

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଅବକାରୀ ନିତି ଅନୁସାରେ ଏପ୍ରିଲ 1ରୁ ବିୟର ବାରର ଲାଇସେନ୍ସ ରଦ୍ଦ କରାଯିବ । ଏହି ନିତିକୁ ବିରୋଧ କରିଛି ବାର ଆସୋସିଏସନ ।

author img

By

Published : Mar 1, 2019, 4:10 PM IST

ପ୍ରତିକାତ୍ମକ ଫଟୋ

ପ୍ରୟାଗରାଜ: ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଅବକାରୀ ନିତି ଅନୁସାରେ ଏପ୍ରିଲ 1ରୁ ବିୟର ବାରର ଲାଇସେନ୍ସ ରଦ୍ଦ କରାଯିବ । ରେସ୍ତୋରାଁ ଏବଂ ହୋଟେଲରେ ଥିବା ବିୟର ବାର ଉପରୁ ଲାଇସେନ୍ସ ହଟାଯିବ । କେବଳ ବାରକୁ ଲାଇସେନ୍ସ ଦିଆଯିବ। ଆଉ ଏଥିଲାଗି ବାର ମାଲିକଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା ।

ତେବେ ଏହି ନିତିକୁ ବିରୋଧ କରିଛି ବାର ଆସୋସିଏସନ । କାରଣ ରେସ୍ତୋରାଁରେ ଥିବା ବିୟର ବାରରେ ବିୟର ନାମରେ ଦେଶୀ ବିଦେଶୀ ମଦ ଗ୍ରାହକଙ୍କୁ ପରସା ଯାଉଛି । ଯାହା ଫଳରେ ସରକାରୀ ରାଜସ୍ବରୁ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି । ଅନ୍ୟପଟେ ଯେଉଁ ବାରମାଲିକ କେବଳ ବାର ପାଇଁ ଲାଇସେନ୍ସ ନେଇଛନ୍ତି ତାଙ୍କୁ ମଧ୍ୟ କ୍ଷତି ସହିବାକୁ ପଡୁଛି । କାରଣ ବାର ଲାଇସେନ୍ସ ନେଇଥିବା ମାଲିକ ମାନଙ୍କୁ ଏଥିପାଇଁ ଅଧିକ ଟଙ୍କା ପଇଠ କରିବାକୁ ପଡୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ରେସ୍ତୋରାଁ ମାଲିକ ।

ତେବେ ନୀତି ଆୟୋଗ 85 ବର୍ଷର ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛି । ଅବକାରୀ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, ଯଦି କୌଣସି ହୋଟେଲ କିମ୍ବା ରେସ୍ତୋରାଁ ବିୟର ବାର ପାଇଁ ଲାଇସେନ୍ସ ପାଇଁ ଆବେଦନ କରେ ତେବେ ସେମାନଙ୍କୁ ବାର ଲାଇସେନ୍ସ ମଧ୍ୟ ଦେବାକୁ ପଡିବ । ଏହାସହ ବାର ଲାଇସେନ୍ସ ପାଇଁ ଟଙ୍କା ମଧ୍ୟ ପଇଠ କରିବାକୁ ପଡିବ । ଏହି ନିୟମ ପରିବର୍ତ୍ତନ ପରେ ଏପ୍ରିଲ 1 ତାରିଖରୁ ବିୟର ବାରର ଲାଇସେନ୍ସ ନବୀକରଣ କରାଯିବ ନାହିଁ ।

undefined

କମିଶନରେଟ ପୋଲିସ କୁ ଖୋଲା ଚାଲେଞ୍ଜ: ବେକରେ ଛୁରିଲଗାଇ ସର୍ବସ୍ବ ଲୁଟିଲେ।

ପିଓକେ ଠାରେ ହୋଇଥିବା ସର୍ଯିକାଲ୍ ଷ୍ଟ୍ରାଇ କରେ ଭାରତୀୟ ସେନଙ୍କୁ ଚତୁର୍ଦ୍ଦିଗ ରୁ ପ୍ରସଂଶା ର ସୁଅ ଛୁଟିଥିବା ବେଳେ ଖୋଦ ରାଜଧାନୀ ଭୁବନେଶ୍ଵର ରେ ଘଟିଛି ଅଭାବନୀୟ ଘଟଣା । ଗତ କାଲି ରାତି ରେ ଚନ୍ଦ୍ରଶେଖରପୁର ଥାନା ଠାରୁ ମାତ୍ର କେଇ ମାତ୍ର ଦୂରରେ ଥିବା ପୂର୍ବତନ ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ ଘରେ ଦୂର୍ବତ ବୁଲାଇଛନ୍ତି କଳକନା। ବେକରେ ଛୁରୀ ଲଗାଇ ସର୍ବସ୍ବ ଲୁଟି ନେଇଛନ୍ତି। ସେଥିରେ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ଅଧ୍ କେଜିର ରୂପା ଗହଣା ଓ ନଗଦ ୩ଲକ୍ଷ ଟଙ୍କା ସହ ୬ଟି ଦାମୀ ଫୋନ ଲୁଟ ହୋଇଛି। ଏହି ପରି ଘଟଣା ରାଜଧାନୀ ରେ ବାରମ୍ବାର ଘଟୁଥିବା ନେଇ ନଜରକୁ ଆସିଛି। 

ସୂଚନା ଅନୁଯାୟୀ, ଗତକାଲି (ମଙ୍ଗଳବାର) ରାତି ୨ ଟା। ଘରର ଘରକା ଖୋଲା ଥିବାରୁ ଝରକା ତାଡି ଘର ଭିତରକୁ ପ୍ରବେଶ କରିଛନ୍ତି ଲୁଟେରା ମାନେ। ଲୁଟରମନେ ସମସ୍ତେ ହିନ୍ଦୀ ଭାଷା ରେ କଥା ହେଉଥିଲେ । ଯାହା ଜଣାପଡୁଛି ସମ୍ଭ୍ରାନ୍ତ ପିଲା । ଘରେ ସୋଇଥିବା ସମସ୍ତ ସଦସ୍ୟ ଏକ ରାଶି ସାହାଯ୍ୟରେ ବାନ୍ଧିଥିଲେ । ଟଙ୍କା ସୁନା ଗହଣା ଦେବାକୁ କହିଥିଲେ । ଯିଏ ମନା କରୁଥିଲା ସେମାନଙ୍କୁ ମାଡ଼ ମାରିବା ସହ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ହେଲେ ଛୋଟ ୩ମାସର ଛୁଆ କୁ ଚଡ଼ିନଥିଲେ। ତାର ବେକରେ ଛୁରୀ ଲଗାଇଥିଲେ, ସମସ୍ତେ ଭୟଭୀତ ହୋଇ ଆଲମାରୀ ର ଚାବି ଦେଇଥିଲେ। ପାଖା ପାଖି ୧୦ଲକ୍ଷ ଟଙ୍କାର ସୁନା ରୂପା ଅଳଂକାର ସହ ୨ଲକ୍ଷ ନଗଦ ଟଙ୍କା, ଏବଂ ୬ଟି ଦାମୀ ମୋବାଇଲ ଫୋନ୍, ନେଇଯାଇଛନ୍ତି ଲୁଟେରା ଗ୍ୟାଙ୍ଗ।

ଚନ୍ଦ୍ରଶେଖର ପୁର ଥାନା ପାଖ ରେ ଥିବା ଏକ ଘରୁ କିଭଳି ଭାବରେ ଚୋରି ହେଲା , ପୋଲିସ ପାଟ୍ରୋଲିଂ ର ଅଭାବ ନେଇ ଅଞ୍ଚଳରେ ପ୍ରଶ୍ନ କରିଛନ୍ତି। ଏତେ ମାତ୍ର ରେ ଲୁଟେରା ଗ୍ୟାଙ୍ଗ ଘର ଭିତରକୁ ପଶିବା ସହ ପ୍ରାୟ ପାଖ ପାଖି ୨ରୁ ୩ଘଣ୍ଟା ଘରେ ରହିଥିଲେ। ଏହାର ସମସ୍ତ ଲୁଟେରା ମାନକର କାର୍ଯ୍ୟ ସିସିଟିଭି ଫୁଟେଜ ରେ ଆସିଥିଲା। ଃହେଲେ ପୋଲିସ ଏହି ସିସିଟିଭି ଫୁଟେଜ କୁ ଜବତ କରିବା ସହ ଡୋଗ୍ ସ୍ଵିଆଡ୍ ମଧ୍ୟ ଅନୁସନ୍ଧାନରେ ଲାଗିଥିଲେ। ଃହେଲେ ବିଫଳ ହୋଇଥିଲେ । 

ଏହି ଘଟଣା କୁ ନେଇ ଡିସିପି ଅନୁପ ସାହୁ କହିଛନ୍ତି, ସିସିଟିଭି ଫୁଟେଜ ଆଧାରରେ ସେହି ଗ୍ୟାଙ୍ଗ ଙ୍କୁ ଧରିବାକୁ ପ୍ରୟାସ କରିବା ସହ ଏହି ଗ୍ୟାଙ୍ଗ ର ଲୁଟେରା ମାନେ ସେହି ଅଞ୍ଚଳର ନ ବାହାରୁ ଆସିଛନ୍ତି ସେ ନେଇ ମଧ୍ୟ ତଦନ୍ତ କରରିବୁ। ଏବଂ ଘଟଣା ସ୍ଥଳ କୁ ଏକ ସାଇନ୍ତିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରୁଛି। ଯଦି କିଛି ସୁରାକ ମିଳିବା ସେନେଇ ମଧ୍ୟ ତଦନ୍ତ କରାଯିବ ।

ବାରମ୍ବାର ରାଜଧାନୀରେ ଏପରି ଲୋଟରାଙ୍କର୍ ଶିକାର ହେଉଥିବା ସାଧାରଣ ଜନତା ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ବାରମ୍ବାର ଲୁତପଟ ହେଉଥିବା ବେଳେ ପୋଲିସ ର ପେଟ୍ରୋଲିନଂ ନଥିବା ଚିନ୍ତାର ବିଷୟ ହୋଇଛି। 

ଭୁବନେଶ୍ୱର ରୁ ବିକାଶ କୁମାର ଦାସ

Byte- ଡିସିପି ଅନୁପ ସାହୁ
Byte-  ସୁରଞ୍ଜିତା ରଣା 
Byte- ଅମିତି ଦାସ 
Visual 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.