ETV Bharat / bharat

LIC ଘରୋଇ କରଣକୁ ବିରୋଧ, ଫେବୃଆରୀ 4ରେ ଦେଶବ୍ୟାପୀ ଆନ୍ଦୋଳନ

author img

By

Published : Feb 2, 2020, 2:53 PM IST

ଭାରତୀୟ ଜୀବନ ବୀମା ନିଗମ(LIC) ଅଂଶ ବିକ୍ରି କରିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି କର୍ମଚାରୀ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଏଲଆଇସି କର୍ମଚାରୀ ଫେବୃଆରୀ 4ରେ ଦେଶବ୍ୟାପୀ ଆନ୍ଦୋଳନ କରିବେ । ଅଧିକ ପଢନ୍ତୁ...

LIC sell out
ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ(LIC) ଅଂଶଧନ ବିକ୍ରି କରିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି କର୍ମଚାରୀ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଏଲଆଇସି କର୍ମଚାରୀ ଫେବୃଆରୀ 4ରେ ଦେଶବ୍ୟାପୀ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଦିନ 12ଟାରୁ 1ଟା ଯାଏଁ ହେବ, ଏହାପରେ ବିରୋଧ ପ୍ରଦର୍ଶନ କରାଯିବ ।

କୋଲକାତା ଡିଭିଜନର ଉପାଧ୍ୟକ୍ଷ ପ୍ରଦୀପ ମୁଖାର୍ଜୀ ଏନେଇ ମତ ରଖିଛନ୍ତି । ଏହାସହ ସମସ୍ତ ସାଂସଦଙ୍କ ପାଖକୁ ଯାଇ ବିରୋଧ କରିବେ ବୋଲି ଜଣାଇଛନ୍ତି ସେ । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ 2020-21 ଉପସ୍ଥାପନା କରିଥିଲେ । ଏଥିରେ ମୁଖ୍ୟ ପ୍ରସଙ୍ଗ ମଧ୍ୟରେ LIC ଘରୋଇ କରଣ କରିବା କଥା ଉଲ୍ଲେଖ କରିଥିଲେ।

ଏଲଆଇସି ଦେଶର ସବୁଠାରୁ ବଡ ବୀମା କମ୍ପାନୀ । ଦେଶର ପ୍ରାୟ ତିନି ଚତୁର୍ଥାଶଂ ଲୋକ ଏଲଆଇସି ଉପରେ ବିଶ୍ବାସ ରଖନ୍ତି ଓ ବୀମା କରାନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.