ETV Bharat / bharat

ରାହୁଲ ଗାନ୍ଧୀଙ୍କ ଭାଷଣ ଶୁଣି ଶୋଇପଡିଲେ ନେତା, ଜନତା

ପଞ୍ଜାବର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାତ୍ର ରାହୁଲଙ୍କ ଭାଷଣ ଶୁଣି ମଞ୍ଚ ଉପରେ ନେତା ଓ ତଳେ ଜନତା ଶୋଇଥିବାର ଦେଖିବାକୁ ମିଳିଛି ।

author img

By

Published : May 16, 2019, 3:14 PM IST

ଡିଜାଇନ ଫଟୋ

ଲୁଧିୟାନା: ପଞ୍ଜାବରେ ଗଡ ଦୃଢ କରିବା ସହ ବିଜୟ ହାସଲ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏହି କ୍ରମରେ ପଞ୍ଜାବର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାତ୍ର ରାହୁଲଙ୍କ ଭାଷଣ ଶୁଣି ମଞ୍ଚ ଉପରେ ନେତା ଓ ତଳେ ଜନତା ଶୋଇଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ଫରିଦାବାଦ ସିଟ୍‌ ପାଇଁ ବୁଧବାର ଏକ ରାଲି ବରଗାଡିଠାରେ ଆୟୋଜନ କରିଯାଇଥିଲା । ଏହି ସଭାରେ ପାଖାପାଖି 25.37 ମିନିଟର ଅଭିଭାଷଣ ରଖିଥିଲେ । ଏମିତିର୍ ସେଠାରେ ମଞ୍ଚ ଉପରେ ଉପସ୍ଥିତ ନେତା ଶୋଇଥିବା ଦେଖିବାକୁ ମିଳିଛି । ଏହାସହ ଉପସ୍ଥିତ ଜନତା ମଧ୍ୟ ଶୋଇଥିବା ଦେଖିବାକୁ ମିଳିଥିଲା ।

ଏହି ନିର୍ବାଚନ ପ୍ରଚାର ସଭାରେ ରାହୁଲ ପଞ୍ଜାବରେ କୃଷି ଓ କୃଷକଙ୍କ ପ୍ରତି ମୋଦିଙ୍କ ନୀତିକୁ ସମାଲୋଚନା କରିଥିଲେ । ରାହୁଲ ଉପସ୍ଥିତ ଜନତାଙ୍କୁ ସଭାସ୍ଥଳକୁ ଆସିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହାସହ ବହୁଚର୍ଚ୍ଚିତ ୨୦୧୫ ମସିହା ଫରିଦିକୋଟ୍‌ ସ୍ଥିତ ବେହବଲ କଲାନ୍‌ ଗୁଳିକାଣ୍ଡର ସମସ୍ତ ଅପରାଧୀଙ୍କୁ ଗିରଫ କରିବା କଥା କହିଛନ୍ତି ।

ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ 7 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ଭୋଟ ଗଣତି 23 ମେ ରେ ହେବାକୁ ଥିବା ବେଳେ ଭୋଟ ଗଣତି ଲାଗି କାଉଁଟିଙ୍ଗ ଅଫିସର ଏବଂ କର୍ମଚାରୀ ମାନଙ୍କୁ ବିଧିବଧ ଭାବେ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି । 16 ତରଖ ରୁ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ 18 ତାରିଖ ପର୍ଯ୍ୟନ୍ତ ଚାଲିବ 
 ରାଉରକେଲା , ରଘୁନାଥପାଲି , ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ରାଉରକେଲା ଉଦିତନଗର ହାଇ ସ୍କୁଲ ରେ ହେଉଥିବା ବେଳେ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଗଣତି ବଣେଇ ର ରାଜା ଧରଣୀଧର ହାଇସ୍କୁଲ ରେ ହେବ । ସୁନ୍ଦରଗଡ଼ , ତଲସରା ସୁନ୍ଦରଗଡ଼ର   ସରକାରୀ ମହିଳା ମହାବିଦ୍ୟାଳୟ ରେ ଏବଂ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣତି ସୁନ୍ଦରଗଡ଼ ମଦ୍ରୀ କାଲୋ  ହଲ ରେ ହେବ । ଭୋଟ ଗଣତି ପ୍ରଶିକ୍ଷଣରେ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ  ସମେତ ରାଉରକେଲା ଏ ଡି ଏମ , ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.