ETV Bharat / bharat

କୋଲକାତାରେ ଶାହଙ୍କ ଶେଷ ରୋଡ ଶୋ, ଯୋଗୀଙ୍କୁ ମିଳିନି ଅନୁମତି - ଶାହା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋମବାର କୋଲକାତାରେ ରୋଡ ଶୋ କରିବେ । ରୋଡଶୋ 7 କିଲୋମିଟର ଲମ୍ବା ହେବ ବୋଲି ଜଣା ପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 14, 2019, 8:45 AM IST

କୋଲକାତା: ଶେଷ ପର୍ଯ୍ୟାୟ ମତଦାନକୁ ଆଉ କିଛି ଦିନ ବାକି ଥିବା ବେଳେ ବିଭିନ୍ନ ଦଳର ହେଭିଓ୍ବେଟ ନିଜର ଜୋର ଲଗାଇଛନ୍ତି । ପଶ୍ଚିମବଙ୍ଗରେ ଜନସଭାର ଅନୁମତି ନମିଳିବାର ଗୋଟିଏ ଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି କୋଲକାତାରେ ରୋଡ ଶୋ କରିବେ ।

ଶାହାଙ୍କ ରୋଡଶୋ ସଂଧ୍ୟା 4ଟା ରେ କୋଲକାତାର ଧର୍ମତାଲାରୁ ବାହାରି ବିବେକାନନ୍ଦଙ୍କ ବାସଭବନଠାରେ ସରିବ । ଏହି ରୋଡଶୋ 7 କିଲୋମିଟର ଲମ୍ବା ହେବ ବୋଲି ଜଣା ପଡିଛି ।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ରାଲି କୋଲକାତାରେ ହେବାକୁ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାଲିକୁ ଅନୁମତି ମିଳିପାରିନି ।

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ ମେ 19ରେ ହେବ । ଏହି ପର୍ଯ୍ୟାୟରେ 59ଟି ଆସନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଏଥିରେ ପଶ୍ଚିମବଙ୍ଗର 9ଟି ଆସନ ସାମିଲ ଅଛି ।

Intro:Body:

sdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.