ETV Bharat / bharat

ହନ୍ଦୱାଡା ଏନକାଉଣ୍ଟରରେ ନିହତ ଆତଙ୍କୀ ହାଇଦର - srinagar

ହନ୍ଦୱାଡା ଏନକାଉଣ୍ଟରରେ ନିହତ ଆତଙ୍କୀ ହାଇଦର । ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ଆଇଜି ବିଜୟ କୁମାର । ଅଧିକ ପଢନ୍ତୁ..

lashkar top commander haider killed in handwara encounter jammu kashmir police
ପ୍ରତିକାତ୍ମକ ଫଟୋ
author img

By

Published : May 3, 2020, 7:44 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ଯବାନକୁ ମିଳିଲା ବଡ ସଫଳତା । ଆତଙ୍କବାଦୀ-ଯବାନଙ୍କ ଭିତରେ ଗୁଳିବିନିମୟ ଘଟି ହନ୍ଦୱାଡାରେ ଦୁଇ ଆତଙ୍କୀ ନିହତ । ମୃତ ଆତଙ୍କୀଙ୍କ ଭିତରେ ରହିଛି ଟପ କମାଣ୍ଡର ହାଇଦର । ଅନ୍ୟ ଜଣଙ୍କ ବର୍ତ୍ତମାନ କୌଣସି ପରିଚୟ ମିଳିନାହିଁ । ଏହି ଗୁଳିବିନିମୟରେ 5 ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

ଏହି ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ହୋଇଥିବା କହିଛନ୍ତି ଜମ୍ମୁ-କାଶ୍ମୀର ପୋଲିସ ଆଇଜି ବିଜୟ କୁମାର । ସହିଦଙ୍କ ମଧ୍ୟରେ କର୍ଣ୍ଣେଲ,ଜଣେ ମେଜର ଏବଂ 2 ସେନା ଯବାନ ଏବଂ ଜଣେ ପୋଲିସ ସବ ଇନ୍ସପେକ୍ଟର ରହିଛନ୍ତି ।

କିଛି ଦିନ ହେବ ଏଠାରେ ଆତଙ୍କବାଜଦୀ-ଯବାନ ଗୁଳିବିନିମୟ ଲାଗିରହିଥିଲା । ଶୁକ୍ରବାର ସେନାକୁ ଜଙ୍ଗଲରେ ଆତଙ୍କୀ ଲୁଚି ରହିଥିବା ନେଇ ଖବର ମିଳିଥିଲା । ଏହାପରେ ସେନା ସର୍ଚ୍ଚଅପରେସନ ଆରମ୍ଭ କରିଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.