ETV Bharat / bharat

ପେଟିମୁଡିରେ ଭୂସ୍ଖଳନ, 4 ମୃତ

author img

By

Published : Aug 7, 2020, 11:20 AM IST

ଗୁରୁବାର ବିଳମ୍ବିତ ରାତିରେ କେରଳର ଏଦାମାଲକୁଡୀ ଜିଲ୍ଲା ନିକଟସ୍ଥ ପେଟିମୁଡିରେ ଭୂସ୍ଖଳନରେ 4 ଜଣ ମୃତ୍ୟୁ ଘଟିଥିବା ଜଣାପଡିଛି ।

landslides
ପେଟିମୁଡି ଭୂସ୍ଖଳନରେ 4 ମୃତ

ଥିରୁଅନନ୍ତପୁରମ: କେରଳ ଭୂସ୍ଖଳନରେ 4 ମୃତ । ଗୁରୁବାର ବିଳମ୍ବିତ ରାତିରେ କେରଳର ଏଦାମାଲକୁଡୀ ଜିଲ୍ଲା ନିକଟସ୍ଥ ପେଟିମୁଡିରେ ଭୂସ୍ଖଳନରେ 4 ଜଣ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ପେଟିମୁଡି ପାହାଡ ଦ୍ୱାରା ଘେରି ରହିଥିବା ଏକ ଅଞ୍ଚଳନ ଅଟେ । ସେଠାରେ ପ୍ରାୟ 80 ପରିବାର ରୁହନ୍ତି ।

ତେବେ ଏହି ଘଟଣା ସମ୍ପର୍କରେ ଜଣେ ବାସିନ୍ଦା ମୁନ୍ନାରରେ ପହଞ୍ଚି ସୂଚନା ଦେଇଥିଲେ। ଖବର ପାଇ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.