ETV Bharat / bharat

କୋରୋନା ପ୍ରଭାବ: ଲାଲବାଗଚା ରାଜା ଗଣପତି ମଣ୍ଡଳରେ 'ଆରୋଗ୍ୟ ଉତ୍ସବ' ପାଳନ

ବଡ ଗଣେଶ ମୂର୍ତ୍ତି ପାଇଁ ସର୍ବଦା ପ୍ରସିଦ୍ଧ ମୁମ୍ବାଇର ଲାଲବାଗଚା ରାଜା ଗଣପତି ମଣ୍ଡଳରେ ଚଳିତବର୍ଷ ଫିକା ପଡିଛି ଗଣେଶ ପୂଜା । ପାଳନ ହେଉଛି 'ଆରୋଗ୍ୟ ଉତ୍ସବ' ।

author img

By

Published : Aug 22, 2020, 1:00 PM IST

କୋରୋନା ପ୍ରଭାବ: ଲାଲବାଗଚା ରାଜା ଗଣପତି ମଣ୍ଡଳରେ 'ଆରୋଗ୍ୟ ଉତ୍ସବ' ପାଳନ
କୋରୋନା ପ୍ରଭାବ: ଲାଲବାଗଚା ରାଜା ଗଣପତି ମଣ୍ଡଳରେ 'ଆରୋଗ୍ୟ ଉତ୍ସବ' ପାଳନ

ମୁମ୍ବାଇ: ଆଜି ହେଉଛି ଗଣେଶ ଚତୁର୍ଥୀ । ପ୍ରତ୍ୟେକ ବର୍ଷ ଏହି ଅବସରରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଥିବା ଲାଲବାଗଚା ରାଜା ଗଣପତି ମଣ୍ଡଳରେ ସବୁଠୁ ବଡ ମୂର୍ତ୍ତି ସ୍ଥାପନା କରାଯାଇ ଅତି ଧୂମ ଧାମରେ ପାଳନ କରାଯାଇଥାଏ ।

ଚଳିତ ବର୍ଷ ପୂଜା ମଣ୍ଡଳ ପକ୍ଷରୁ କୋରୋନା କାରଣରୁ ଏଠାରେ ବଡ ମୂର୍ତ୍ତି ପରିବର୍ତ୍ତେ ଛୋଟ ମୂର୍ତ୍ତି ରଖାଯାଇ ପୂଜା କରାଯାଉଛି । ଏହି ଅବସରରେ 'ଆରୋଗ୍ୟ ଉତ୍ସବ' ପାଳନ କରାଯାଇ ରକ୍ତ ଏବଂ ପ୍ଲାଜମା ଦାନ ଶିବିର ଖୋଲା ଯାଇଛି ।

ମଣ୍ଡଳର ସଭାପତି କହିଛନ୍ତି ଯେ, କୋଭିଡ-19 ହେତୁ ରାଜ୍ୟ ସରକାରଙ୍କ ଆଦେଶକୁ ପାଳନ କରି ଆମେ ଗଣେଶ ପେଣ୍ଡାଲ ବଦଳରେ ଏହି ଶିବିର ପରିଚାଳନା କରୁଛୁ । ଯାହାଦ୍ବାରା କୋରୋନା ପରି ସଙ୍କଟ ସମୟରେ ଲୋକଙ୍କ ହିତରେ ଏହା ଲାଗିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.