ETV Bharat / bharat

ବିଜେପି ସାଂସଦଙ୍କ ବିବାଦୀୟ ବୟାନ; କହିଲେ ମୁର୍ଖଙ୍କ ମଧ୍ୟରେ ମହାମୁର୍ଖ ରାହୁଲ ଗାନ୍ଧୀ

author img

By

Published : Jan 1, 2020, 9:24 AM IST

ହରିୟାଣା କୁରୁକ୍ଷେତ୍ର ବିଜେପି ସାଂସଦ ନାୟବ ସୈନୀ ନାଗରିକତା ସଂଶୋଧନ ଆଇନକୁ ନେଇ ରାହୁଲ ଗାନ୍ଧୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

kurukhsetra-bjp-mp-controversial-statement-on-rahul-gandhi-for-caa
ଫାଇଲ ଫଟୋ

କୁରୁକ୍ଷେତ୍ର: ନାଗରିକତା ସଂଶୋଧନ ଆଇନ 2019କୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଲଗାତାର ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । କୁରୁକ୍ଷେତ୍ର ବିଜେପି ସାଂସଦ ନାୟବ ସୈନୀ କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧୀଙ୍କୁ ନାଗରିକତା ସଂଶୋଧନ ଆଇନ ବିଷୟରେ କିଛି ଜଣାନାହିଁ ବୋଲି କହିଛନ୍ତି ।

କୁରୁକ୍ଷେତ୍ର ସାଂସଦ ଏକ କାର୍ଯ୍ୟକ୍ରମରେ ଯାଇଥିବାବେଳେ ଗଣମାଧ୍ୟମକୁ ଏହା କହିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ କେବଳ ରାଜନୈତିକ ଫାଇଦା ପାଇଁ ମୁଦ୍ଦା କରିଛି । ଯେତେବେଳେ କି ରାହୁଲ ଗାନ୍ଧୀଙ୍କୁ ହିଁ ସିଏଏ କ'ଣ ଜଣାନାହିଁ । ଏହାପରେ ସାଂସଦ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁର୍ଖ ମାନଙ୍କ ମଧ୍ୟରେ ମହାମୁର୍ଖ ଅଟନ୍ତି ବୋଲି କହିଛନ୍ତି । ସୁପ୍ରିମକୋର୍ଟର ଆଦେଶ ପରେ ଦେଶରେ ଏନଆରସି ଲାଗୁ କରିବାପାଇଁ କୁହାଯାଇଛି । ଏହା ପ୍ରଥମେ ଆସାମରେ ଲାଗୁ କରାଯାଇଥିବାବେଳେ ବର୍ତ୍ତମାନ ସାରା ଦେଶରେ ଲାଗୁ କରାଯିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.