ETV Bharat / bharat

ବସ୍ତିରେ ଅଗ୍ନିକାଣ୍ଡ, 5ରୁ ଊର୍ଦ୍ଧ୍ବ ଘର ପାଉଁଶ

ଝୁମ୍ପୁଡି ବସ୍ତିରେ ଅଗ୍ନିକାଣ୍ଡ । ଏଥିରେ ପାଖାପାଖି 5 ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡଟି ଶନିବାର କର୍ଣ୍ଣାଟକର ମାଥୋଡି ଗାଁର ଶିଭାମୋଗାରେ ଘଟିଛି ।

author img

By

Published : Mar 17, 2019, 10:37 PM IST

ସୋସିଆଲ ମିଡିଆ

ବାଙ୍ଗାଲୁର: ଝୁମ୍ପୁଡି ବସ୍ତିରେ ଅଗ୍ନିକାଣ୍ଡ । ଏଥିରେ ପାଖାପାଖି 5 ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡଟି ଶନିବାର କର୍ଣ୍ଣାଟକର ମାଥୋଡି ଗାଁର ଶିଭାମୋଗାରେ ଘଟିଛି ।

ଘଟଣା ବିଷୟରେ ଖବର ପାଇ ଦମକଳ ବାହୀନି ପହଞ୍ଚିବା ସହ ନିଆଁକୁ ଆୟତ କରିଛି । ନିଆଁ ଲାଗିବା ସମୟରେ ସ୍ଥାନୀୟ ଲୋକମାନେ ସେଠାରେ ଉପସ୍ଥିତି ଥିଲେ । ମାଥୋଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ବିଷୟରେତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ କୌଣସି ଖବର ମିଳିନାହିଁ ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

ରାଉରକେଲା: ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ବିଜେପି ନିଜର ଲୋକସଭା ପାର୍ଥି ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଆଜି ପାନପୋଷ ସାଙ୍ଗଠନିକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଉରକେଲା, ରଘୁନାଥପଲ୍ଲୀ ଏବଂ ବିରାମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ କିଏ ଯୋଗ୍ୟ ପାର୍ଥି ହେବ ସେ ନେଇ ବିଜେପି କର୍ମୀ ମାନେ ନିଜର ନିଜର ଗୁପ୍ତ ମତ ଦେଇଛନ୍ତି। କାର୍ଯ୍ୟାଳୟରେ ବିଜେପି କର୍ମୀମାନେ ଆୟୋଜିତ ମତଦାନ କାର୍ଯ୍ୟକ୍ରମ ରେ ଭୋଟ ମାଧ୍ୟମରେ ନିଜର ମନପସନ୍ଦ ଲୋକସଭା ପାର୍ଥି  ଚୟନ କରିଛନ୍ତି। ଏହି ସମୟ ରର ବହୁତ କର୍ମୀ ମାନେ ଭାଗ ନେଇ ଥିଲେ ତଥା ବହୁତ ବର ଠେଲା ପେଲା ର ଦୃଶ୍ୟ ସାମ୍ନା କୁ ଆସି ଥିଲେ। ବିଶେଷ କରି ରାଉରକେଲା ରେ ସମ୍ଭାବିତ ପ୍ରାର୍ଥୀ କୁ ନେଇ ଗଣ୍ଡଗୋଳ ଦେଖିବା କୁ ମିଳି ଥିଲେ କି ଅନ୍ୟ ମାନଙ୍କ ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ସାମାନ୍ୟ ହୋଇ ଥିଲେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.