ETV Bharat / bharat

ଶ୍ରୀକୃଷ୍ଣ ବିରାଜମାନ ମାମଲାର ଆଜି ଶୁଣାଣି - mathura court

ଆଜି(ବୁଧବାର) ମଥୁରାରେ ଶ୍ରୀକୃଷ୍ଣ ବିରାଜମାନ ମାମଲାରେ ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି ହେବ। ଶୁଣାଣି ସମୟରେ ଅଭିଯୁକ୍ତ କୋର୍ଟରେ ହାଜର ହେବେ। ଅଧିକ ପଢନ୍ତୁ...

ଶ୍ରୀକୃଷ୍ଣ ବିରାଜମାନ ମାମଲାର ଆଜି ଶୁଣାଣି
ଶ୍ରୀକୃଷ୍ଣ ବିରାଜମାନ ମାମଲାର ଆଜି ଶୁଣାଣି
author img

By

Published : Nov 18, 2020, 7:57 PM IST

ଲକ୍ଷ୍ନୌ: ଆଜି(ବୁଧବାର) ମଥୁରାରେ ଶ୍ରୀକୃଷ୍ଣ ବିରାଜମାନ ମାମଲାରେ ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି ହେବ। ଶୁଣାଣି ସମୟରେ ଅଭିଯୁକ୍ତ କୋର୍ଟରେ ହାଜର ହେବେ। କୋର୍ଟ ଏକ ନୋଟିସ ଜାରି କରି ସେମାନଙ୍କୁ ହାଜର ହେବାକୁ କହିଥିଲେ। ମଥୁରାରେ ଶ୍ରୀକୃଷ୍ଣ ବିରାଜମାନ ସିଭିଲ୍ ମକଦ୍ଦମା ସମ୍ପର୍କରେ 16 ଅକ୍ଟୋବରରେ ଜିଲ୍ଲା ଜଜ୍ ଏହି ଆବେଦନ କରିଥିଲେ। ଏହି ମାମଲାରେ ବିପକ୍ଷ ଦଳକୁ ନୋଟିସ ଜାରି କରାଯାଇଥିଲା। ଏହି ମାମଲାର ଶୁଣାଣି ପାଇଁ ନଭେମ୍ବର 18 ତାରିଖ ଧାର୍ଯ୍ୟ କରାଯାଇଥିଲା।

30 ସେପ୍ଟେମ୍ବର 2020 ରେ ଅତିରିକ୍ତ ସିଭିଲ୍ ଜଜ୍ ସିନିୟର ଡିଭିଜନ୍ କୋର୍ଟ ସୁନ୍ନି ୱାକଫ୍ ବୋର୍ଡ, ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ଟ୍ରଷ୍ଟ, ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା ସଂଗଠନ, ଶାହି ଇଦଗାହ ​​ଟ୍ରଷ୍ଟକୁ ନୋଟିସ୍ ଜାରି କରିଥିଲେ। ଅକ୍ଟୋବର 12ରେ ଏହି ମାମଲାରେ ଏକ ଆବେଦନ କରାଯାଇଥିଲା। ଲକ୍ଷ୍ନୌ ଓକିଲ ରଞ୍ଜନ ଅଗ୍ନିହୋତ୍ରୀଙ୍କ ସମେତ 8 ଜଣ ବ୍ୟକ୍ତି ଶ୍ରୀକୃଷ୍ଣ ବିରାଜମାନ ଉପରେ ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟରେ ଦାବି ଉପସ୍ଥାପନା କରିଥିଲେ। ଏଥିରେ ଜନ୍ମ ସ୍ଥାନ ସେବା ସଂଗଠନ ଏବଂ ଶାହି ମସଜିଦ୍ ଇଦଗାହ କମିଟି ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ଦାବି କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.