ETV Bharat / bharat

15 ରାଜ୍ୟର 25 ଜିଲ୍ଲାରେ ନାହିଁ କୋରୋନାର ନୂତନ ମାମଲା

author img

By

Published : Apr 13, 2020, 6:59 PM IST

ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୂଚନା ମିଳିଛି ଯେ ଭାରତର 15 ରାଜ୍ୟର ପ୍ରାୟ 25 ଟି ଜିଲ୍ଲାରେ ନାହିଁ କୋରୋନାର ନୂତନ ମାମଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

15 ରାଜ୍ୟର 25 ଜିଲ୍ଲାରେ ନାହିଁ କୋରୋନାର ନୂତନ ମାମଲା
15 ରାଜ୍ୟର 25 ଜିଲ୍ଲାରେ ନାହିଁ କୋରୋନାର ନୂତନ ମାମଲା

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ରୂପ ନେବା ପରେ ବିଶ୍ବର ଅଧିକାଂଶ ଦେଶ ଏହାର ସାମ୍ନା କରୁଛି । ଚୀନର ଉହାନରୁ ଆସିଥିବା ଏହି କୋରୋନା ଭାଇରସ ବିଶ୍ବର ଅଧାଦେଶକୁ ଗ୍ରାସ କରିସାରିଲାଣି । ହେଲେ ଯେତେବେଳେ ଏହି ଭୂତାଣୁ ଭାରତ ଆଡକୁ ଅଗ୍ରସର ହେଲା ସେତେବେଳେ କେନ୍ଦ୍ର ସରକାର ତୁରନ୍ତ ସାରା ଦେଶକୁ ଲକଡାଉନ ଘୋଷଣା କଲେ । ଏହାସତ୍ତ୍ବେ ଦିଲ୍ଲୀର ତବଲିଗୀ ଜମାତରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ କୋରୋନା ଏବେ ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ଭିତରେ ଭାରତର ଅଧା ରାଜ୍ୟରେ ଏହି କୋରୋନା ଭାଇରସ ବ୍ୟାପିବ ସାରିଛି ।

ହେଲେ ସମ୍ପ୍ରତିରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ଉଲ୍ଲେଖ ଅଛି ଯେ 15ଟି ରାଜ୍ୟର 25 ଜିଲ୍ଲାରେ କୋରୋନାର ପ୍ରଭାବ ପଡିନାହିଁ । ଅର୍ଥାତ ଏହି 25ଟି ଜିଲ୍ଲାରେ କୋରୋନାର ନୂତନ ମାମଲା ସାମ୍ନାକୁ ଆସିନାହିଁ । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛନ୍ତି ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.