ETV Bharat / bharat

22 ଯାଏଁ ଗିରଫ ହେବେ ନି ରାଜୀବ - rajiv-kumar

କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଗିରଫ ଉପରେ ସମୟ ସୀମାକୁ 22 ଜୁଲାଇ ଯାଏଁ କୋର୍ଟ ବଢାଇ ଦେଇଛନ୍ତି । ପୂର୍ବରୁ ଜୁଲାଇ 12 ତାରିଖ ପର୍ଯ୍ୟନ୍ତ ରାଜୀବଙ୍କ ଗିରଫ ଉପରେ ରୋକ ଲଗିଥଲା ।

ଫାଇଲ ଫଟୋ
author img

By

Published : Jul 2, 2019, 1:09 PM IST

Updated : Jul 2, 2019, 1:22 PM IST

କୋଲକାତା: ପୂର୍ବତନ ପୋଲିସ କମିଶନର ତଥା ଆଇପିଏସ ଅଧିକାରୀ ରାଜୀବ କୁମାରଙ୍କୁ ହାଇକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । କୋଲକାତା ହାଇକୋର୍ଟ ରାଜୀବ କୁମାରଙ୍କ ଗିରଫ ଉପରେ ସାମୟିକ ରୋକ ଲଗାଇଛନ୍ତି । ତାଙ୍କୁ ଆସନ୍ତା 22 ତାରଖ ଯାଏଁ ଗିରଫ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଜୁଲାଇ 12 ତାରିଖ ପର୍ଯ୍ୟନ୍ତ ରାଜୀବଙ୍କ ଗିରଫ ଉପରେ ରୋକ ଲଗାଯିବା ନେଇ ଆଦେଶ ଦିଆ ଯାଇଥିଲା । ଏହି ମାମଲାରେ କୋର୍ଟ ଜୁଲାଇ 15ରେ ଶୁଣାଣି କରିବେ ।

Intro:Body:

blank

Conclusion:
Last Updated : Jul 2, 2019, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.