ETV Bharat / bharat

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ମନେ ପକାଉଛି ଦେଶ - ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ

ଶିକ୍ଷା କ୍ଷେତ୍ରରେ ବିଦ୍ବାନ ଶ୍ରୀନିବାସ ରାମାନୁଜନଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ତାଙ୍କୁ ମନେ ପକାଇ ଡିସେମ୍ବର 22କୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ...

national mathematics day
ଜାତୀୟ ଗଣିତ ଦିବସ
author img

By

Published : Dec 22, 2019, 11:23 AM IST

ହାଇଦ୍ରାବାଦ: ପ୍ରତ୍ୟେକ ବର୍ଷ ଡିସେମ୍ବର 22 ତାରିଖକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଏ । ଏହି ଦିନକୁ ଦେଶର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ସମର୍ପିତ କରାଯାଇଛି । 1887 ଡିସେମ୍ବର ମାସ ଆଜିର ଦିନରେ ତାମିଲନାଡୁର ଏରୋଡେରେ ଶ୍ରୀନିବାସ ରାମାନୁଜନ ଜନ୍ମଗ୍ରହଣ କରିଥିଲେ ।

ବହୁତ କମ ବର୍ଷ ବୟସରେ ରାମାନୁଜନ କିଛି ଏମିତି କାମ କରି ଦେଖାଇଥିଲେ ଯେଉଁଥିପାଇଁ ତାଙ୍କ ନାଁ ଗଣିତ ଇତିହାସରେ ଅମର ହୋଇଯାଇଛି । ଯଦି ଗଣିତ ବିଷୟରେ ଦେଖାଯାଏତ ରାମାନୁଜନ, ଗୌସ, ୟୁଲର ଓ ଆର୍କମିଡିଜଙ୍କ ଠାରୁ କିଛି କମ ନଥିଲେ । ସେ କୌଣସି ଔପଚାରିକ ଶିକ୍ଷା ନେଇନଥିଲେ, କିନ୍ତୁ ସେ ଗଣିତରେ ଏପରି ସମାଧାନ କରି ଦେଖାଇଥିଲେଯେ, ବଡ ବଡ ଗଣିତଜ୍ଞ ମାନେ ହତଚକିତ ହୋଇ ରହିଯାଉଥିଲେ ।

ଜାତୀୟ ଗଣିତ ଦିବସର ମହତ୍ତ୍ବ

ମାନବିକତାର ବିକାଶରେ ଗଣିତର ବହୁତ ବଡ ମହତ୍ତ୍ବ ରହିଛି । ଏହାର ଗୁରୁତ୍ତ୍ବ ବିଷୟରେ ଲୋକଙ୍କୁ ଜାଗ୍ରତ କରାଇବା ଜାତୀୟ ଗମିତଚ ଦିବସର ମୁଖ୍ୟ ଲକ୍ଷ୍ୟ । ଗଣିତକୁ ସହଜ କରିବା ସହ ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ନେଇ ଅନେକ ପ୍ରୟାସ କରାଯାଇଛି । ଗଣିତ ଶିକ୍ଷକଙ୍କୁ ଏହାକୁ ସରଳ ଓ ସହଜ ଭାବେ ବୁଝାଇବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି ।

କିପରି ପାଳନ କରାଯାଏ ଜାତୀୟ ଗଣିତ ଦିବସ

ସମଗ୍ର ଦେଶର ସ୍କୁଲ, କଲେଜ ଓ ଶିକ୍ଷା ସଂସ୍ଥାନ ଗୁଡିକରେ ଜାତୀୟ ଗଣିତ ଦିବସ ପାଳନ କରାଯାଇଥାଏ । ଅନ୍ତର୍ଜାତୀୟ ସୋସାଇଟି ୟୁନିସ୍କୋ ଭଳି ସଂସ୍ଥା ଭାରତ ସହ ମିଶି ଏହି ଦିବସର ପ୍ରଚାର ପ୍ରସାର ନିମନ୍ତେ କାମ କରିବା ଆରମ୍ଭ କରିଛି । ଆହ୍ଲାବାଦ ସ୍ଥିତ ସବୁଠୁ ପୁରାତନ ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସ ଇଣ୍ଡିଆ ପ୍ରତ୍ୟେକବର୍ଷ ଗଣିତ ବିଶେଷଜ୍ଞ ଓ ଗଣିତଜ୍ଞ ରାମାନୁଜନଙ୍କ ଉପରେ କର୍ମଶାଳା ଆୟୋଜନ କରିଥାଏ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.