ETV Bharat / bharat

ମେସେଞ୍ଜର ରୁମରେ ଯୋଡି ହୋଇପାରିବେ 50 ଜଣ, ଜାଣନ୍ତୁ କେମିତି... - ମେସେଞ୍ଜର ରୁମରେ ଯୋଡି ହୋଇପାରିବେ 50 ଜଣ

ଟେକ ଜଏଣ୍ଟ ଫେସବୁକ ତାର ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଫିଚର ଆଣିଛି । ଯାହାଦ୍ବାରା 50 ଜଣଙ୍କ ସହିତ ଏକ ଗ୍ରୁପ ଭିଡିଓ କଲ କରାଯାଇପାରିବ । ଅଧିକ ପଢନ୍ତୁ...

ମେସେଞ୍ଜର ରୁମରେ ଯୋଡି ହୋଇପାରିବେ 50 ଜଣ, ଜାଣନ୍ତୁ କେମିତି...

author img

By

Published : Jun 20, 2020, 11:13 PM IST

ନୂଆଦିଲ୍ଲୀ: ଟେକ ଜଏଣ୍ଟ ଫେସବୁକ ତାର ୟୁଜର୍ସ ମାନଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଆଣିଥାଏ । କିଛି ଦିନ ପୂର୍ବେ ଫେସବୁକ ମେସେଞ୍ଜର ରୁମ ଫିଚର ଆଣିଥିଲା । ଏହି ବିଶେଷ ଫିଚର ମାଧ୍ୟମରେ, 50 ଜଣଙ୍କ ସହିତ ଏକ ଗ୍ରୁପ ଭିଡିଓ କଲ କରାଯାଇପାରିବ । ପରେ କମ୍ପାନୀ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ ୟୁଜର୍ସ ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ କରିଛି । କିନ୍ତୁ ଖୁବ କମ ଲୋକ ଜାଣନ୍ତି କିପରି ହ୍ବାଟସଆପ୍ ରୁମ ତିଆରି କରି ଏହାକୁ ବ୍ୟବହାର କରାଯିବ । ଜାଣନ୍ତୁ ଏହାର ବ୍ୟବହାର କରିବାର ପ୍ରକ୍ରିୟା ।

ହ୍ବାଟସଆପ ମେସେଞ୍ଜର ରୁମରେ ୟୁଜର୍ସ ମାନଙ୍କ ପାଇଁ ସର୍ବଶେଷ ସଂସ୍କରଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଫେସବୁକ ମେସେଞ୍ଜରର ଏକ ଅପଡେଟ ଭର୍ସନ ମଧ୍ୟ ରହିବା ଉଚିତ ।

50 ଜଣଙ୍କ ସହିତ କିପରି କରିବେ ଏକ ଭିଡିଓ କଲ ?

1. ପ୍ରଥମେ ହ୍ବାଟସଆପ ଖୋଲନ୍ତୁ ଏବଂ କଲ ଅପ୍ସନ ସିଲେକ୍ଟ କରନ୍ତୁ

2. ଏହା ପରେ, ଏକ ରୁମ ତିଆରି ପାଇଁ ଅପ୍ସନରେ କ୍ଲିକ କରନ୍ତୁ

3. ବର୍ତ୍ତମାନ ଆପଣ କଣ୍ଟେନ ଇନ ମେସେଞ୍ଜର ଅପ୍ସନକୁ ଯିବା ମାତ୍ରେ ଏହା ଆପଣଙ୍କୁ ମେସେଞ୍ଜର ଆପକୁ ନେଇଯିବ

4 . ଏବେ ଟ୍ରାଏ ଇଟ, ହ୍ବେନ ପ୍ରମୋଟେଡ ଉପରେ କ୍ଲିକ କରନ୍ତୁ

5. ଏହା ପରେ କ୍ରିଏଟ ରୁମ ଉପରେ କ୍ଲିକ କରି ରୁମର ଏକ ନାଁ ଦିଅନ୍ତୁ

6. ବର୍ତ୍ତମାନ ହ୍ବାଟସଆପରେ ସେଣ୍ଡ ଲିଙ୍କ ଅନ ହ୍ବାଟସଆପ ଉପରେ କ୍ଲିକ କରନ୍ତୁ ଏହା ପୁଣି ହ୍ବାଟସଆପ ଖୋଲିବ

7. ବର୍ତ୍ତମାନ ଆପଣ ଏହି ରୁମର ଲିଙ୍କକୁ କନେକ୍ଟ କିମ୍ବା ଗ୍ରୁପରେ ସେୟାର କରିପାରିବେ ।

ହ୍ବାଟସଆପରେ ରୁମରେ ଯୋଗଦେବାର ଉପାୟ

1. ହ୍ବାଟସଆପରେ ଥିବା ରୁମ ଲିଙ୍କ ଉପରେ କ୍ଲିକ କରନ୍ତୁ

2. ଏହି ଲିଙ୍କ ଆପଣଙ୍କୁ ମେସେଞ୍ଜର ଆପ କିମ୍ବା ୱେବସାଇଟକୁ ନେଇଯିବ

3. ବର୍ତ୍ତମାନ ରୁମରେ ଯୋଗଦେବା ସହିତ ଆପଣ ଏକାସାଙ୍ଗରେ 50 ଜଣଙ୍କ ସହିତ ଭିଡିଓ କିମ୍ବା ଅଡିଓ କଲ କରିପାରିବେ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.