ETV Bharat / bharat

‘ଫିଟ ଇଣ୍ଡିଆ ପ୍ଲଗ ରନ'କୁ ସବୁଜ ପତାକା ଦେଖାଇଲେ କିରଣ ରିଜ୍ଜୁ - ଫିଟ ଇଣ୍ଡିଆ

ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଫିଟ ଇଣ୍ଡିଆ 'ପ୍ଲଗ ରନ'କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି କେନ୍ଦ୍ରୀମନ୍ତ୍ରୀ କିରଣ ରିଜ୍ଜୁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 2, 2019, 9:24 PM IST

ନୂଆଦିଲ୍ଲୀ: ଦେଶ ପାଳୁଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଦିନ । ଏହି ଅବସରରେ ଭାରତକୁ ସୁସ୍ଥ ଓ ସ୍ବଚ୍ଛ କରିବା ନେଇ ଅନେକ କାର୍ଯ୍ୟକ୍ରମ ଆପଣାଯାଉଛି । ଏହି ଅବସରରେ କେନ୍ଦ୍ରୀ ମନ୍ତ୍ରୀ କିରଣ ରିଜ୍ଜୁ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଫିଟ ଇଣ୍ଡିଆ 'ପ୍ଲଗ ରନ'କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ରିଜ୍ଜୁ ଏହି ଅବସରରେ ପେହଲମାନ ବଜରଙ୍ଗ ପୁନିୟା ଓ ଅନ୍ୟ ମାନଙ୍କ ସହ ବ୍ୟାୟାମ କରିଥିଲେ ।

Kiren Rijiju
ଟ୍ବିଟରରେ ପ୍ଲଗ ରନରେ ସାମିଲ ହେବାକୁ ଆହ୍ବାନ

ତେବେ ଫିଟ ଇଣ୍ଡିଆର ପରିଚାଳକ ରିଜ୍ଜୁ ଦେଶବାସୀକୁ ଫିଟ ରଖିବାପାଇଁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମ କରିଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବଚ୍ଛ ଭାରତ ଓ ଫିଟ ଇଣ୍ଡିଆକୁ ନେଇ ବେଶ ସଜାଗ ରହିଛନ୍ତି । ବିଜେପି ନେତା ମନୋଜ ତିଓ୍ବାରୀ ଏହି ଅବସରରେ କହିଛନ୍ତି ଯେ, ସ୍ବଚ୍ଛତା ସମସ୍ତେ ଚାହିଁଥାନ୍ତି । କିନ୍ତୁ କିପରି ଏହା ଜାରି ରହିବ ସେନେଇ ମୋଦି ଏହା ଉପରେ କାମ କରିଛନ୍ତି । ତାଙ୍କ ପାଖରେ ଅନେକ ଅନୁଭବ ରହିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ରିଜ୍ଜୁ ଟ୍ବିଟ କରି ଫିଟ ଇଣ୍ଡିଆ 'ପ୍ଲଗ ରନ'ରେ ଭାଗନେବାକୁ ଅନୁରୋଧ କରିଥିଲେ ।

Intro:Body:

ranjita

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.