ETV Bharat / bharat

ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲା ବିଚାରପତି କୋରୋନା ପଜିଟିଭ - ମହାମାରୀ କୋରୋନା

କୋରୋନାର ଶିକାର ହେଲେ ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲାର ନିମ୍ନ ଅଦାଲତର ଜଣେ ବିଚାରପତି । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ନିଜ ଦାୟିତ୍ବକୁ ବୁରହାନପୁରର ଅଧିବେଶନ ବିଚାରପତିଙ୍କୁ ହସ୍ତାନ୍ତର କଲେ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲା ବିଚାରପତି କୋରୋନା ପଜିଟିଭ

author img

By

Published : Jun 9, 2020, 9:11 PM IST

ଭୋପାଲ: ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲାର ନିମ୍ନ ଅଦାଲତର ଜଣେ ବିଚାରପତିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଫଳରେ ତାଙ୍କ ଦାୟିତ୍ବ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ, ବୁରହାନପୁରର ଅଧିବେଶନ ବିଚାରପତିଙ୍କୁ ହସ୍ତାନ୍ତର ହୋଇଛି । ସୋମବାର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ଜଜ୍ ଏବଂ ତାଙ୍କ ପତ୍ନୀ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅନ୍ୟ ସମସ୍ତ ବିଚାରପତି ଏନେଇ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ନିମ୍ନ ଅଦାଲତର କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ବୁରହାନପୁର ଜିଲ୍ଲା ତଥା ଅଧିବେଶନ ଜଜ୍ ବିରେନ୍ଦ୍ର ଏସ୍ ପାଟିଦାରଙ୍କୁ ଖଣ୍ଡୱା ଜିଲ୍ଲା କୋର୍ଟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.