ଲକ୍ଷ୍ନୌ: ଜେଏସଆର ଡାୟନାମିକ୍ସ ପକ୍ଷରୁ ବିକଶିତ ହୋଇଛି ଏକ ଗାଇଡେଡ ମିସାଇଲ । ଏହି ମିସାଇଲ 180 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏହି ସୂଚନା ଦେଇଛନ୍ତି ଏୟାର ମାର୍ଶାଲ ନିର୍ଦ୍ଦେଶକ ଏସବି ଦେଓ । ଭବିଷ୍ୟତରେ ବାଲାକୋଟ ଭଳି ଏୟାର ଷ୍ଟ୍ରାଇକରେ ମୁଖ୍ୟ ଭୂମିକା ନେବ ଏହି ମିସାଇଲ । ବିଦେଶୀ ମିସାଇଲର ସ୍ଥାନ ନେଇ ପାରିବ ଏହି ମିସାଇଲ। ଖଙ୍ଗାତକ ଏୟାର ଗ୍ରାଉଣ୍ଟରୁ ଏହି ମିସାଇଲର ବିକାଶ କରାଯାଇଛି।
ସୌଜନ୍ୟ:@ANI